ଇସଲାମବାଦ: ପାକିସ୍ତାନ ସୀମା ଭିତରକୁ ଭୁଲରେ ପଶିଯାଇ ଥିବା ୧୦୦ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନର ସୁରକ୍ଷାକର୍ମୀ ମାନେ ଗିରଫ କରିଛନ୍ତି। ଏହାସହ ୧୨ଟି ଡଙ୍ଗାକୁ ମଧ୍ୟ ଜବତ କରିଛି। ‘ପାକିସ୍ତାନ ରେଡିଓ’ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଏହି ମତ୍ସ୍ୟଜୀବୀମାନେ ଭାରତୀୟ ସୀମା ଭିତରେ ମାଛ ମାରୁଥିଲେ। ପରେ ସେମାନେ ପାକିସ୍ତାନ ସୀମା ଭିତରକୁ ପଶି ଆସିଥିଲେ। ତେବେ ଏହି ଗିରଫଦାରୀ କେବେ କରାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଚା’ ବିକାଳିର ‘ନିଆଁ ଗୁଜବ’ ଯୋଗୁ କେମିତି ଚାଲି ଗଲା ୧୩ ଜଣଙ୍କ ଜୀବନ?
କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ କିଏ ପ୍ରଚାର କରିଥିଲା? କାହିଁକି ଟ୍ରେନର ଚେନ୍ ପୁଲ୍ ହେବା ପରେ କିଛି ଲୋକ ନିକଟସ୍ଥ ଟ୍ରାକକୁ ଡିଆଁ ମାରିଲେ?
Crime
ପତ୍ନୀଙ୍କୁ ମାରି ପ୍ରେସର କୁକରରେ ସିଝାଇବା ଘଟଣା ଓଡ଼ିଶାର ସୋମନାଥଙ୍କ କଥା ମନେ ପକାଇ ଦେଲା
ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ
Politics
ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!
ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହାସଲ କରିପାରି ନାହିଁ।
Entertainment
ଆକ୍ରମଣକାରୀକୁ ରୁମ୍ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?
ଶେହଜାଦ ପ୍ରଥମେ ମୁମ୍ବାଇରୁ କୋଲକାତାର ହାୱଡା ଯିବାକୁ ଲକ୍ଷ୍ୟ ରଖିଥିଲା। ସେଠାରୁ ସେ ବାଂଲାଦେଶ ଯାଇଥାଆନ୍ତା।