ପାକିସ୍ତାନରେ ଭୂକମ୍ପ, ତ୍ରୀବତା ୫.୧

ଇସଲାମବାଦ: ପାକିସ୍ତାନର ରାଜଧାନୀ ଇସଲାମବାଦରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସେଲର ଏହାର ତ୍ରୀବତା୫.୧ ଥିଲା। ଇସଲାମବାଦଠାରୁ ୧୫ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।  ଏହି ଭୂକମ୍ପରେ  କିଛି କ୍ଷୟ କ୍ଷତି ହୋଇନଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।  ଭୂକମ୍ପର ତ୍ରୀବତା ଏତେ ଥିଲା ଯେ  ଇସଲାମବାଦର ଅନେକ ଘର ଓ ଗାଡି କିଛି ସମୟ ଥରି ଉଠିଥିଲା। ଇସଲାମବାଦ ସହିତ ପୂର୍ବ ପଞ୍ଜାବ ଓ ଉତ୍ତରପୂର୍ବ ଖାଇବର ପଖାନତ୍ୱା ଅଞ୍ଚଳରେ ମଧ୍ୟ […]

pakistan

Rakesh Mallick
  • Published: Saturday, 25 July 2015
  • , Updated: 04 May 2017, 03:45 PM IST

ଇସଲାମବାଦ: ପାକିସ୍ତାନର ରାଜଧାନୀ ଇସଲାମବାଦରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସେଲର ଏହାର ତ୍ରୀବତା୫.୧ ଥିଲା। ଇସଲାମବାଦଠାରୁ ୧୫ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।  ଏହି ଭୂକମ୍ପରେ  କିଛି କ୍ଷୟ କ୍ଷତି ହୋଇନଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।  ଭୂକମ୍ପର ତ୍ରୀବତା ଏତେ ଥିଲା ଯେ  ଇସଲାମବାଦର ଅନେକ ଘର ଓ ଗାଡି କିଛି ସମୟ ଥରି ଉଠିଥିଲା।

ଇସଲାମବାଦ ସହିତ ପୂର୍ବ ପଞ୍ଜାବ ଓ ଉତ୍ତରପୂର୍ବ ଖାଇବର ପଖାନତ୍ୱା ଅଞ୍ଚଳରେ ମଧ୍ୟ ଭୂକମ୍ପ  ଅନୁଭୂତ ହୋଇଥିଲା।

ପାକିସ୍ତାନର ୨୦୦୫ ମସିହା ଅକ୍ଟୋବର ମସିହାରେ ଭୁକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତ୍ରୀବତା ୭.୬ ଥିଲା।  ‌ଏଥିରେ ୭୩, ହଜାର ଲୋକ  ପ୍ରଭାବିତ ହୋଇଥିବା ବେଳେ  ପ୍ରାୟ ୩ ନିୟୁତ ଲୋକ ବାସହରା ହୋଇଥିଲେ।

Related story