ପାକିସ୍ତାନ ବର୍ବରତାର ଜବାବ: ପାକ ଆର୍ମୀ ପୋଷ୍ଟ ଉପରେ ମୋର୍ଟାର ମାଡ଼

ଜମ୍ମୁ: ପାକିସ୍ତାନ ସେନା ସୀମାରେ ବର୍ବରକାଣ୍ଡ ଘଟାଇ ଅତି ନୃଶଂସ ଭାବେ ଭାରତୀୟ ଯବାନଙ୍କୁ ଗତକାଲି ହତ୍ୟା କରିଥିବାର ଦୃଢ଼ ଜବାବ ଦେଇଛନ୍ତି ଭାରତୀୟ ସେନା। ପୁଞ୍ଚ, ରାଜୋରି, ମାଚିଲ ଓ କେଲ ସେକ୍ଟରରେ ଭାରତ ପଟୁ ପାକ ଆର୍ମୀ ପୋଷ୍ଟ ଉପରକୁ ମୋର୍ଟାର ଓ ମେସିନ ଗନ୍‌ ସହାୟତାରେ ଗୁଳିଗୁଳା ବର୍ଷଣ କରାଯାଇଛି। ଭାରତ ଉପରେ ଆକ୍ରମଣ ହେଲେ ବରଦାସ୍ତ କରାଯିବନି। ଏହାର ଉଚିତ ଜବାବ ଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପାକ୍‌ […]

encounter_

encounter_

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 02:20 PM IST

Sports

Latest News

ଜମ୍ମୁ: ପାକିସ୍ତାନ ସେନା ସୀମାରେ ବର୍ବରକାଣ୍ଡ ଘଟାଇ ଅତି ନୃଶଂସ ଭାବେ ଭାରତୀୟ ଯବାନଙ୍କୁ ଗତକାଲି ହତ୍ୟା କରିଥିବାର ଦୃଢ଼ ଜବାବ ଦେଇଛନ୍ତି ଭାରତୀୟ ସେନା। ପୁଞ୍ଚ, ରାଜୋରି, ମାଚିଲ ଓ କେଲ ସେକ୍ଟରରେ ଭାରତ ପଟୁ ପାକ ଆର୍ମୀ ପୋଷ୍ଟ ଉପରକୁ ମୋର୍ଟାର ଓ ମେସିନ ଗନ୍‌ ସହାୟତାରେ ଗୁଳିଗୁଳା ବର୍ଷଣ କରାଯାଇଛି।

ଭାରତ ଉପରେ ଆକ୍ରମଣ ହେଲେ ବରଦାସ୍ତ କରାଯିବନି। ଏହାର ଉଚିତ ଜବାବ ଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ପାକ୍‌ ଉପରେ ଗୁଳିଗୋଳାମାଡ଼ ଘଟଣାକୁ ପାକିସ୍ତାନ ପକ୍ଷରୁ ଅସ୍ୱୀକାର କରାଯାଇଛି। କାଶ୍ମୀର ମାଛିଲ ସେକ୍ଟରରେ ପାକ୍‌ ସୈନ୍ୟ ତିନି ଭାରତୀୟ ଯବାନଙ୍କୁ ହତ୍ୟା  ଘଟଣାରେ ପାକିସ୍ତାନର ବର୍ଡର ଆକ୍ସନ ଟିମର ହାତ ଥିବା ଅନୁମାନ ପରେ ଭାରତୀୟ ସେନା ଦୃଢ଼ ଜବାବ ଦେଇଛି।

ତିନି ସପ୍ତାହ ତଳେ ଜଣେ ସିପାହୀ ମନଦୀପ ସିଂହଙ୍କ ଶରୀରକୁ ପାକିସ୍ତାନ ସୈନ୍ୟ କ୍ଷତବିକ୍ଷତ କରି ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story