ଧୋକା ଦୋହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ପିଓକେଠାରେ ଏଲ୍‌ଓସି ନିକଟବର୍ତ୍ତୀ ଗାଁ ଓ ଭାରତୀୟ ସେନା ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତର ଦୃଢ଼ ଜବାବ ପରେ ନରମିଥିଲା ପାକିସ୍ତାନ। ଏପରିକି ସାମ୍ବାଦିକମାନେ ଏଲ୍‌ଓସି ନିକଟକୁ ଯାଉଥିବାରୁ ଅସ୍ତ୍ରବିରତି କାଏମ ରଖିବାକୁ ଅନୁରୋଧ କରିଥିଲା। କିନ୍ତୁ ଏହା ପରେ ପରେ ହିଁ ନିଜ ପୁରୁଣା ରୋଗ ଦୋହରାଇଛି ଏହି ଦେଶ। ପୂର୍ବରୁ ଅନେକ ଥର ଛଳନା କରିଆସିଥିବା ପାକିସ୍ତାନ ଭାରତର ଅସ୍ତ୍ରବିରତି ସତ୍ତ୍ୱେ ଜନବସତିକୁ ଲକ୍ଷ୍ୟ କରି ଗୁଳିଗୋଳା […]

ind

ind

Subrat Kumar Nayak
  • Published: Tuesday, 22 October 2019
  • Updated: 22 October 2019, 04:31 PM IST

Sports

Latest News

ନୂଆଦିଲ୍ଲୀ: ପିଓକେଠାରେ ଏଲ୍‌ଓସି ନିକଟବର୍ତ୍ତୀ ଗାଁ ଓ ଭାରତୀୟ ସେନା ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତର ଦୃଢ଼ ଜବାବ ପରେ ନରମିଥିଲା ପାକିସ୍ତାନ। ଏପରିକି ସାମ୍ବାଦିକମାନେ ଏଲ୍‌ଓସି ନିକଟକୁ ଯାଉଥିବାରୁ ଅସ୍ତ୍ରବିରତି କାଏମ ରଖିବାକୁ ଅନୁରୋଧ କରିଥିଲା। କିନ୍ତୁ ଏହା ପରେ ପରେ ହିଁ ନିଜ ପୁରୁଣା ରୋଗ ଦୋହରାଇଛି ଏହି ଦେଶ। ପୂର୍ବରୁ ଅନେକ ଥର ଛଳନା କରିଆସିଥିବା ପାକିସ୍ତାନ ଭାରତର ଅସ୍ତ୍ରବିରତି ସତ୍ତ୍ୱେ ଜନବସତିକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରିଛି।

କଶ୍ମିରୀଙ୍କ ପାଇଁ ମିଛ ଦରଦ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପାକିସ୍ତାନର ଆକ୍ରମଣରୁ ସୀମା ନିକଟରେ ଥିବା ସ୍କୁଲ ମଧ୍ୟ ବାଦ ପଡ଼ିନି। ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ହିଁ ଅଟକି ରହିବାକୁ ପଡ଼ିଛି। ଆଉ ଏସବୁ ଘଟଣା ପାକିସ୍ତାନର ଅସ୍ତ୍ରବିରତି ଅନୁରୋଧ ପରେ ହିଁ ଘଟିଛି।

ସୂଚନାଯୋଗ୍ୟ ଯେ, ଯେଉଁଦିନ ପାକିସ୍ତାନ ସାମ୍ବାଦିକମାନଙ୍କୁ ଏବଂ କୂଟନୀତିଜ୍ଞମାନଙ୍କୁ ପାକିସ୍ତାନ ନେଇଥିଲା, ଠିକ୍‌ ସେହିଦିନ ସେଠାରେ ସ୍ଥାନୀୟ ଲୋକେ ମୁକ୍ତି ପାଇଁ ନାରା ଦେଇଥିଲେ। ବିଶେଷ କରି ମୁଜାଫରାବାଦ୍‌ଠାରେ ଲୋକେ ବିକ୍ଷୋଭ କରିଥିଲେ।

ପାକିସ୍ତାନ ସେନା ପୁଞ୍ଛ ଜିଲ୍ଲାର ବାଲାକୋଟ୍‌ ଏବଂ ମେନ୍ଧାର ସେକ୍ଟରରେ ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଶେଲିଂ ମାଡ଼ କରିଛନ୍ତି।
ଏହା ପୂର୍ବରୁ ଟଙ୍ଗଧର ଏବଂ କେରାନ୍‌ ସେକ୍ଟରର ଆରପାଖରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଉପରେ ଭାରତ ପକ୍ଷରୁ ଘନଘନ ଆକ୍ରମଣ କରାଯାଇଥିଲା। ଏଥିରେ କିଛି ଆତଙ୍କବାଦୀ ଓ ପାକିସ୍ତାନୀ ଯବାନଙ୍କୁ ନିପାତ କରାଯିବା ସହ ଅନ୍ୟାନ୍ୟ କ୍ଷୟକ୍ଷତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story