ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା: ସତର୍କ କଲା ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥା ଏପରି ସତର୍କ ସୂଚନା ଦେଇଛି। ଆମେରିକାର ଗୁଇନ୍ଦା ସଂସ୍ଥା କହିବା ଅନୁଯାୟୀ, ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତରେ କ୍ରମାଗତ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। କେବଳ ଭାରତ ନୁହେଁ, ଆଫଗାନିସ୍ତାନରେ ମଧ୍ୟ ସେମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ସଂସ୍ଥାର ଡାଇରେକ୍ଟର ଡନ୍‌ କୋଟ୍ସ କହିଛନ୍ତି, “ପାକିସ୍ତାନ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ ଦେବା ଆମେରିକାର ଆତଙ୍କବାଦ ନିପାତ […]

terrorist

terrorist

Rakesh Mallick
  • Published: Wednesday, 30 January 2019
  • Updated: 30 January 2019, 11:34 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥା ଏପରି ସତର୍କ ସୂଚନା ଦେଇଛି।

ଆମେରିକାର ଗୁଇନ୍ଦା ସଂସ୍ଥା କହିବା ଅନୁଯାୟୀ, ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତରେ କ୍ରମାଗତ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। କେବଳ ଭାରତ ନୁହେଁ, ଆଫଗାନିସ୍ତାନରେ ମଧ୍ୟ ସେମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

ସଂସ୍ଥାର ଡାଇରେକ୍ଟର ଡନ୍‌ କୋଟ୍ସ କହିଛନ୍ତି, “ପାକିସ୍ତାନ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ ଦେବା ଆମେରିକାର ଆତଙ୍କବାଦ ନିପାତ ଉଦ୍ୟମକୁ ବଡ଼ ଝଟକା ଦେଇଛି। ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ପାକିସ୍ତାନ ମାଟିରୁ ଭାରତ ଓ ଆଫଗାନିସ୍ତାନ ସହ ଆମେରିକାରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।”

ସୂଚନାଯୋଗ୍ୟ, କିଛିଦିନ ହେବ ଭାରତୀୟ ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ଏକାଧିକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏମାନେ ଭାରତରେ ବଡ଼ ଧରଣ ଆକ୍ରମଣ କରିବା ଯୋଜନାରେ ଥିଲେ। ଗତମାସରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ସହଯୋଗୀ ସଂଗଠନ ‘ହରକତ ଉଲ୍‌ ହର୍ବ ଏ ଇସଲାମ୍‌’ ଉପରୁ ପରଦା ଉଠାଇବା ସହ ଏହାର ୧୦ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)।  ଏମାନେ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ଏମାନଙ୍କ ପାଖରୁ ବହୁ ପରିମାଣରେ ବୋମା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story