ମୋବାଇଲ ଆପ୍‌ ଜରିଆରେ ପାକିସ୍ତାନ କରୁଛି ଗୁଇନ୍ଦାଗିରି: କେନ୍ଦ୍ର ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ: ମୋବାଇଲ ଆପ୍‌କୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଟପ୍‌ ଗନ୍‌ (ଗେମ୍‌ ଆପ୍‌), ଏମ୍‌ପିଜୁଂକ୍‌ (ମ୍ୟୁଜିକ୍‌ ଆପ୍‌), ବିଡିଜୁଂକି (ଭିଡିଓ ଆପ୍‌), ଟକିଂ ଫ୍ରଗ୍‌ (ଏଣ୍ଟରଟେନମେଣ୍ଟ ଆପ୍‌) ଏହି ଚାରୋଟି ମୋବାଇଲ ଆପ୍‌କୁ ତୁରନ୍ତ ଉଡ଼ାଇ ଦେବା ପାଇଁ ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଖବର ଅନୁଯାୟୀ ଏହି ଆପ୍‌ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଭାଇରସ ପଠାଇ ଭାରତ ସଂପର୍କରେ ସୂଚନା ହାସଲ କରୁଥିବା ଜଣାପଡ଼ିଛି। ଏନେଇ ଗୃହମନ୍ତ୍ରାଳୟକୁ […]

mobile-apps

mobile-apps

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 01:55 PM IST

Sports

Latest News

ନୂଆଦିଲ୍ଲୀ: ମୋବାଇଲ ଆପ୍‌କୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଟପ୍‌ ଗନ୍‌ (ଗେମ୍‌ ଆପ୍‌), ଏମ୍‌ପିଜୁଂକ୍‌ (ମ୍ୟୁଜିକ୍‌ ଆପ୍‌), ବିଡିଜୁଂକି (ଭିଡିଓ ଆପ୍‌), ଟକିଂ ଫ୍ରଗ୍‌ (ଏଣ୍ଟରଟେନମେଣ୍ଟ ଆପ୍‌) ଏହି ଚାରୋଟି ମୋବାଇଲ ଆପ୍‌କୁ ତୁରନ୍ତ ଉଡ଼ାଇ ଦେବା ପାଇଁ ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ଖବର ଅନୁଯାୟୀ ଏହି ଆପ୍‌ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଭାଇରସ ପଠାଇ ଭାରତ ସଂପର୍କରେ ସୂଚନା ହାସଲ କରୁଥିବା ଜଣାପଡ଼ିଛି। ଏନେଇ ଗୃହମନ୍ତ୍ରାଳୟକୁ ସଠିକ୍‌ ରିପୋର୍ଟ ମିଳିବା ପରେ ଦେଶର ସମସ୍ତ ସୁରକ୍ଷାବଳ ଏବଂ ରାଜ୍ୟର ଗୁଇନ୍ଦା ସଂସ୍ଥା ଗୁଡ଼ିକୁ ଚିଠି ମାଧ୍ୟମରେ କିଛି ବିଶେଷ ମୋବାଇଲ ଆପ୍‌ ଡାଉନ୍‌ଲୋଡ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story