ପାକିସ୍ତାନ ସେନା କ୍ୟାମ୍ପରେ ତାଲିମ ନେଇଛି ଗିରଫ ଆତଙ୍କବାଦୀ କୟୁମ

ଜମ୍ମୁ-କାଶ୍ମୀର: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପୁଣି ଥରେ ପ୍ରମାଣିତ ହୋଇଛି। ବିଏସଏଫ ଯବାନଙ୍କ ଦ୍ୱାରା ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ କୟୁମର ବୟାନ ପାକିସ୍ତାନକୁ ପୁଣି ଥରେ ଲଙ୍ଗଳା କରିଛି।

ପଚରାଉଚରା ବେଳେ କୟୁମ ସ୍ୱୀକାର କରିଛି ଯେ, ସେ ପାକିସ୍ତାନ ସେନା କ୍ୟାମ୍ପରେ ଟ୍ରେନିଂ ନେଇଛି। ଏହାସହ ଲଶ୍କର-ଏ-ତୋଏବା ପାଇଁ ଅର୍ଥ ଯୋଗାଡ କରୁଥିବା ସ୍ୱୀକାର କରିଛି।

ଗତକାଲି ଅନୁପ୍ରବେଶ ବେଳେ ବିଏସ୍‌ଏଫ୍‌ ଯବାନ କୟୁମକୁ ଗିରଫ କରିଥିଲେ।

ଆହୁରି ପଢ଼ନ୍ତୁ

ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ବେରୁଟ ବିସ୍ଫୋରଣ: ଚେନ୍ନାଇ ପ୍ରତି ସୃଷ୍ଟି ହେଲା ବିପଦ

ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ଶପଥ ନେଲେ ମନୋଜ ସିହ୍ନା

ଚୀନରୁ ଆସୁଛି ଆଉ ଏକ ଭୂତାଣୁ: ଗଲାଣି ୭ ଜଣଙ୍କ ଜୀବନ, ୬୦ ସଂକ୍ରମିତ

ଭାରତ ଆସିବେ ରୁଷ ରାଷ୍ଟ୍ରପତି, ଜାଣନ୍ତୁ କାରଣ

୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ

ଭାରତ ଓ ଭୁଟାନ ପରେ ଏବେ ତାଜିକିସ୍ତାନ ଉପରେ ଚାଇନା ଆଖି

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଦେଶରେ କରୋନା ବେକାବୁ: ପ୍ରଥମଥର ଦିନକରେ ୬୦ ହଜାରରୁ ଅଧିକ ପଜିଟିଭ