ପ୍ରତିରକ୍ଷା ବଜେଟ୍‌ ହ୍ରାସ କଲା ପାକିସ୍ତାନ, ସେନାକୁ ଧନ୍ୟବାଦ ଦେଲେ ଇମ୍ରାନ

ଇସ୍‌ଲାମାବାଦ୍‌: ବିଶ୍ୱର ସବୁ ରାଷ୍ଟ୍ର ନିଜର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ସହ ଏଥିପାଇଁ ଅଧିକ ବଜେଟ୍‌ ବ୍ୟୟ ବରାଦ କରୁଛନ୍ତି। ହେଲେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ନିଜର ପ୍ରତିରକ୍ଷା ବଜେଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆର୍ଥିକ ଦୁସ୍ଥିତିକୁ ଲୁଚାଇବା ପାଇଁ ପାକିସ୍ତାନ ସେନା ଏକ ନୂଆ କଥା ଘୋଷଣା କରିଛି। ସେନା ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ପ୍ରତିରକ୍ଷା ବଜେଟ୍‌କୁ କାଟ୍‌ଛାନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସେନା ବାହିନୀର […]

saq

saq

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 01:57 PM IST

Sports

Latest News

ଇସ୍‌ଲାମାବାଦ୍‌: ବିଶ୍ୱର ସବୁ ରାଷ୍ଟ୍ର ନିଜର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ସହ ଏଥିପାଇଁ ଅଧିକ ବଜେଟ୍‌ ବ୍ୟୟ ବରାଦ କରୁଛନ୍ତି। ହେଲେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ନିଜର ପ୍ରତିରକ୍ଷା ବଜେଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆର୍ଥିକ ଦୁସ୍ଥିତିକୁ ଲୁଚାଇବା ପାଇଁ ପାକିସ୍ତାନ ସେନା ଏକ ନୂଆ କଥା ଘୋଷଣା କରିଛି। ସେନା ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ପ୍ରତିରକ୍ଷା ବଜେଟ୍‌କୁ କାଟ୍‌ଛାନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ସେନା ବାହିନୀର ଏପରି ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି, “ ଆସନ୍ତା ଆର୍ଥିକ ବର୍ଷରେ ପ୍ରତିରକ୍ଷା ବଜେଟ୍‌ରେ କାଟ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଦେଶର ସୁରକ୍ଷା କ୍ଷେତ୍ରରେ କୌଣସି ବୁଝାମଣା କରାଯିବ ନାହିଁ। ପ୍ରତିରକ୍ଷା ବଜେଟ୍‌କୁ ସ୍ୱେଚ୍ଛାକୃତ ଭାବେ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆମେ ଦେଶ ପ୍ରତି ଥିବା ସମସ୍ତ ବିପଦକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛୁ। ଦେଶର ୩ ସେନା ବାହିନୀ ମିଳିତ ଭାବେ ବଜେଟ୍‌ ହ୍ରାସ କରିବାକୁ ରାଜି ହୋଇଛନ୍ତି।”
ଇମ୍ରାନ୍‌ ଖାନ୍‌ ସେନାର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେନା ବାହିନୀ ଦେଶର ଆର୍ଥିକ ସ୍ଥିତିକୁ ନଜର ରଖି ଏଭଳି ପଦକ୍ଷେପ ନେଇଛି। ଏଥିପାଇଁ ସେନା ବାହିନୀକୁ ଧନ୍ୟବାଦ ବୋଲି ଇମ୍ରାନ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story