ଅହମ୍ମଦାବାଦ:କରୋନା ଭାଇରସ୍ ପାଇଁ ପୂରା ଦେଶରେ ଲକ୍ଡାଉନ୍ ରହିଛି। ଯାନବାହାନ ଚଳାଚଳ ଏହି କାରଣରୁ ବନ୍ଦ ରହିଛି। ତେବେ ଜରୁରୀକାଳୀନ ସାମଗ୍ରୀ ଉପରେ କଟକଣା ନାହିଁ। କିନ୍ତୁ କିଛି ଲୋକ ଏହାର ଅବମାନନା କରି ବିଭିନ୍ନ ଅଜବ କାଣ୍ଡ ସବୁ ଘଟାଉଛନ୍ତି। ବିଶେଷ କରି ନିଶାଦ୍ରବ୍ୟ ସେବନ କ୍ଷେତ୍ରରେ ଏପରି ସବୁ ଘଟଣା ଦେଖିବାକୁ ମିଳୁଛି।
ନିଶା ଦ୍ରବ୍ୟ ମଧ୍ୟରେ ମଦ କାରବାର ବହୁତ ରହୁଛି। ବିଭିନ୍ନ ସ୍ଥାନରେ ଚୋରାରେ ଏହି କାରବାର ହେଉଥିବା ଧରା ପଡ଼ିଛି। ଲୋକେ ନିଶା ପାଇଁ କେତେ ବ୍ୟସ୍ତ ଏହି ସବୁ ଘଟଣା ବୟାନ କରୁଛି।
ତେବେ ଏଭଳି ଏକ ଘଟଣା ସୋଶାଲ ମିଡିଆରେ ଆସିଛି। ଗୁଜରାଟରୁ ଆସିଥିବା ଏକ ଭିଡିଓରେ କିଛି ଲୋକ ଘରକୁ ଘର ପାନ ମସଲା ନେବା ଆଣିବା କରୁଛନ୍ତି, ତା’ପୁଣି ଡ୍ରୋନ୍ ସହାୟତାରେ। ଏହି ଭିଡିଓ ଟିକ୍ଟକ୍ରେ ଭାଇରାଲ ହେବାପରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।