ପଙ୍କଜ କୁମାର ହେଲେ ୟୁଆଇଡିଏଆଇ ସିଇଓ

ନୂଆଦିଲ୍ଲୀ: ଆଇଏଏସ୍‌ ପଙ୍କଜ କୁମାରଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ସେ ବର୍ତ୍ତମାନ ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦାୟିତ୍ୱରେ ଅଛନ୍ତି। ୟୁଆଇଡିଏଆଇ ୨୦୧୬ ଆଧାର ଆକ୍ଟ ଅନୁଯାୟୀ ଗଠିତ ହୋଇଥିଲା। ଏହା ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଗଠିତ। ଏହା ଭାରତର ସମସ୍ତ ନାଗରିକଙ୍କ ଫେକ୍‌ ଆଇଡି ତିଆରି ହେବା ବିରୋଧରେ କାମ କରିଥାଏ। ଅଫିସିଆଲ୍ ଷ୍ଟେଟ୍‌ମେଣ୍ଟରେ କୁହାଯାଇଛି, ତାଙ୍କୁ ୟୁନିକ୍‌ […]

e-aadhaar

e-aadhaar

Subrat Kumar Nayak
  • Published: Tuesday, 22 October 2019
  • Updated: 22 October 2019, 11:14 PM IST

Sports

Latest News

ନୂଆଦିଲ୍ଲୀ: ଆଇଏଏସ୍‌ ପଙ୍କଜ କୁମାରଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ସେ ବର୍ତ୍ତମାନ ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦାୟିତ୍ୱରେ ଅଛନ୍ତି।

ୟୁଆଇଡିଏଆଇ ୨୦୧୬ ଆଧାର ଆକ୍ଟ ଅନୁଯାୟୀ ଗଠିତ ହୋଇଥିଲା। ଏହା ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଗଠିତ। ଏହା ଭାରତର ସମସ୍ତ ନାଗରିକଙ୍କ ଫେକ୍‌ ଆଇଡି ତିଆରି ହେବା ବିରୋଧରେ କାମ କରିଥାଏ।

ଅଫିସିଆଲ୍ ଷ୍ଟେଟ୍‌ମେଣ୍ଟରେ କୁହାଯାଇଛି, ତାଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ସଚିବ ପାହ୍ୟାର ଏହି ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story