ଆମ୍ବୁଲାନ୍ସ ଭିତରେ ଛପି ଥିଲା ଯମ, ଆଉ ତା’ପରେ...

ନୂଆଦିଲ୍ଲୀ ( ଓଡ଼ିଶା ରିପୋର୍ଟର୍‌): ଏମିତି ବି ମୃତ୍ୟୁ  ଆସେ। ଜୀବନ ବଞ୍ଚାଇବାକୁ ଯାଇ ଯମ ହାବୁଡ଼ରେ ପଡ଼ିଲେ ରୋଗୀ। ଧୋକା ଦେଲା ଆମ୍ବୁଲାନ୍ସ। ଯାହାକୁ ସାହାରା କରି ସେ ମେଡିକାଲ ଯାଉଥିଲେ, ସେହି ଆମ୍ବୁଲାନ୍ସ ହିଁ ନେଇଯାଇଛି ଜୀବନ। କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ୍‌ ସିଲିଣ୍ଡର୍‌ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ରୋଗୀ ଜଣଙ୍କ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି। ଏଥିରେ ଡ୍ରାଇଭରଙ୍କ […]

kerala1_555_1536217379_618x347

kerala1_555_1536217379_618x347

Tapas Behera
  • Published: Thursday, 06 September 2018
  • Updated: 06 September 2018, 08:38 AM IST

Sports

Latest News

ନୂଆଦିଲ୍ଲୀ ( ଓଡ଼ିଶା ରିପୋର୍ଟର୍‌): ଏମିତି ବି ମୃତ୍ୟୁ  ଆସେ। ଜୀବନ ବଞ୍ଚାଇବାକୁ ଯାଇ ଯମ ହାବୁଡ଼ରେ ପଡ଼ିଲେ ରୋଗୀ। ଧୋକା ଦେଲା ଆମ୍ବୁଲାନ୍ସ। ଯାହାକୁ ସାହାରା କରି ସେ ମେଡିକାଲ ଯାଉଥିଲେ, ସେହି ଆମ୍ବୁଲାନ୍ସ ହିଁ ନେଇଯାଇଛି ଜୀବନ।

କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ୍‌ ସିଲିଣ୍ଡର୍‌ ବିସ୍ଫୋରଣ ହୋଇଛି।

ଏହି ଦୁର୍ଘଟଣାରେ ରୋଗୀ ଜଣଙ୍କ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି। ଏଥିରେ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ନର୍ସ ଗୁରୁତର ହୋଇଛନ୍ତି। ଘଟଣାଟି ବୁଧବାର ସନ୍ଧ୍ୟାରେ ଘଟିଛି।

କେରଳର ଚମ୍ପାକୁଲାମ ସରକାରୀ ହସ୍ପି‌ଟାଲ୍‌ର ଅନତି ଦୂରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ସଂପୃକ୍ତ ରୋଗୀଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚମ୍ପାକୁଲାମ ସରକାରୀ ହସ୍ପିଟାଲରୁ ଆଲପୁପୁଝା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଉଛନ୍ତି ମନୋହର ନାୟାର।

ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ନର୍ସ ଏବଂ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story