ପେମା ଖାଣ୍ଡୁ ଅରୁଣାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଇଟାନଗର: ପେମା ଖାଣ୍ଡୁ ରବିବାର ସକାଳେ ଅରୁଣାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ଚାୱନା ମେନ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପରେ ଖାଣ୍ଡୁ ୧୨ ସଦସ୍ୟ ବିଶିଷ୍ଟ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିବେ। ଏହା ପୂର୍ବରୁ ଗତକାଲି ଅରୁଣାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସ ନେତୃତ୍ୱାଧୀନ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ଥିଲା। କାରଣ ମୁଖ୍ୟମନ୍ତ୍ରୀ ନବାମ ତୁକୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ଗତକାଲି […]

pema-khendu

pema-khendu

Rakesh Mallick
  • Published: Sunday, 17 July 2016
  • Updated: 09 August 2016, 12:43 PM IST

Sports

Latest News

ଇଟାନଗର: ପେମା ଖାଣ୍ଡୁ ରବିବାର ସକାଳେ ଅରୁଣାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ଚାୱନା ମେନ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପରେ ଖାଣ୍ଡୁ ୧୨ ସଦସ୍ୟ ବିଶିଷ୍ଟ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିବେ।

ଏହା ପୂର୍ବରୁ ଗତକାଲି ଅରୁଣାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସ ନେତୃତ୍ୱାଧୀନ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ଥିଲା। କାରଣ ମୁଖ୍ୟମନ୍ତ୍ରୀ ନବାମ ତୁକୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ଗତକାଲି ଅପରାହ୍ନ ୧ଟାରେ ତାଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଥିଲା। ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପେମା ଖାଣ୍ଡୁଙ୍କୁ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ତାଙ୍କୁ ୪୪ ଜଣ ବିଧାୟକ ସମର୍ଥନ କରିଥିଲେ। ସେମାନଙ୍କ ମଧ୍ୟରେ ୧୫ ଜଣ କଂଗ୍ରେସ ବିଧାୟକ ଥିବା ବେଳେ ୨୯ ଜଣ ହେଉଛନ୍ତି କଂଗ୍ରେସର ବିଦ୍ରୋହୀ ବିଧାୟକ ଯେଉଁମାନେ ଗତ ଫେବ୍ରୁଆରୀରେ ପିପିଏରେ ସାମିଲ ହୋଇଥିଲେ।

ପେମା ଖାଣ୍ଡୁ ହେଉଛନ୍ତି ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖାଣ୍ଡୁଙ୍କ ପୁଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story