ଅଭିନନ୍ଦନଙ୍କ ବିରୋଧରେ ପାକ୍‌ ପିଟିସନ୍‌

ଇସ୍‌ଲାମାବାଦ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଆଜି ଭାରତକୁ ହସ୍ତାନ୍ତର କରିଛି। ତେବେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରି ଆଜି ପାକିସ୍ତାନର ଜଣେ ନାଗରିକ ଇସ୍‌ଲାମାବାଦ ହାଇକୋର୍ଟରେ ପିଟିସନ୍‌ ଦାଏର କରିଥିଲେ। ସେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ସୀମା ଉଲ୍ଲଙ୍ଘନ କରିଥିଲେ। ଏହା ଏକ ଅପରାଧ। ଏହି ଅପରାଧର ଶୁଣାଣି ବା ବିଚାର ଇସ୍‌ଲାମାବାଦରେ ହେବା ଦରକାର। କୋର୍ଟ ଏହି ଆବେଦନକୁ […]

ty

ty

Hemant Lenka
  • Published: Friday, 01 March 2019
  • Updated: 01 March 2019, 04:57 PM IST

Sports

Latest News

ଇସ୍‌ଲାମାବାଦ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଆଜି ଭାରତକୁ ହସ୍ତାନ୍ତର କରିଛି। ତେବେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରି ଆଜି ପାକିସ୍ତାନର ଜଣେ ନାଗରିକ ଇସ୍‌ଲାମାବାଦ ହାଇକୋର୍ଟରେ ପିଟିସନ୍‌ ଦାଏର କରିଥିଲେ।

ସେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ସୀମା ଉଲ୍ଲଙ୍ଘନ କରିଥିଲେ। ଏହା ଏକ ଅପରାଧ। ଏହି ଅପରାଧର ଶୁଣାଣି ବା ବିଚାର ଇସ୍‌ଲାମାବାଦରେ ହେବା ଦରକାର। କୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି କି ନାହିଁ, ତାହା ଜଣାପଡ଼ିନି। ତେବେ ପାକିସ୍ତାନ ଅପରାହ୍ନରେ ଅଭିନନ୍ଦନଙ୍କୁ ଛାଡ଼ି ଦେଇଥିବାରୁ ଏହି ଆବେଦନ ଆପେଆପେ କାଟ୍‌ ଖାଇବ ବୋଲି ଜଣାପଡ଼ିଛି।

ଅଭିନନ୍ଦନ ବୁଧବାର ପାକ୍ ଯୁଦ୍ଧ ବିମାନକୁ ଗୁଳି କରି ଖସାଇବା ପରେ ପାକ ସେନାର ପାଲଟା ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସେ ପିଓକେରେ ଓହ୍ଲାଇବା ପରେ ତାଙ୍କୁ ପାକ୍‌ ସେନା ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story