ମଞ୍ଚରେ ୫ ମହିଳାଙ୍କୁ ଚୁମ୍ବନ ଦେଲେ ଫିଲିପାଇନ୍ସ ରାଷ୍ଟ୍ରପତି

ଟୋକିଓ: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଜାପାନର ଟୋକିଓଠାରେ ଏକ କାର୍ଯ୍ୟକ୍ରମରେ ଏକାଥରେ ୫ ଜଣ ମହିଳାଙ୍କ ଚୁମ୍ବନ ପାଇଥିବା ଖବର ଏବେ ଚର୍ଚ୍ଚାରେ। ସେ କହିଛନ୍ତି, ଏହି ସୁନ୍ଦରୀ ମହିଳାଙ୍କ ଚୁମ୍ବନ ପାଇ ସେ ‘ସମଲଙ୍ଗୀ’ ହେବାରୁ ରକ୍ଷା ପାଇଯାଇଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ମଧ୍ୟ ମଞ୍ଚ ତଳେ ଉପସ୍ଥିତ ଥିଲେ। ୭୪ ବର୍ଷ ବୟସ୍କ ରୋଡ୍ରିଗୋ ଜାପାନ୍‌ରେ ବସବାସ କରୁଥିବା ଫିଲିପିନୋ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ହଠାତ ମଞ୍ଚ ନିକଟରେ ବସିଥିବା ମହିଳା […]

philipines

philipines

Subrat Kumar Nayak
  • Published: Friday, 31 May 2019
  • Updated: 31 May 2019, 10:41 PM IST

Sports

Latest News

ଟୋକିଓ: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଜାପାନର ଟୋକିଓଠାରେ ଏକ କାର୍ଯ୍ୟକ୍ରମରେ ଏକାଥରେ ୫ ଜଣ ମହିଳାଙ୍କ ଚୁମ୍ବନ ପାଇଥିବା ଖବର ଏବେ ଚର୍ଚ୍ଚାରେ। ସେ କହିଛନ୍ତି, ଏହି ସୁନ୍ଦରୀ ମହିଳାଙ୍କ ଚୁମ୍ବନ ପାଇ ସେ ‘ସମଲଙ୍ଗୀ’ ହେବାରୁ ରକ୍ଷା ପାଇଯାଇଛନ୍ତି।

ଏହି ସମୟରେ ତାଙ୍କ ପତ୍ନୀ ମଧ୍ୟ ମଞ୍ଚ ତଳେ ଉପସ୍ଥିତ ଥିଲେ। ୭୪ ବର୍ଷ ବୟସ୍କ ରୋଡ୍ରିଗୋ ଜାପାନ୍‌ରେ ବସବାସ କରୁଥିବା ଫିଲିପିନୋ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ହଠାତ ମଞ୍ଚ ନିକଟରେ ବସିଥିବା ମହିଳା ଭଲ୍ୟୁଣ୍ଟିଅରମାନଙ୍କୁ ତାଙ୍କୁ ଚୁମ୍ବନ ଦେଇ କାର୍ଯ୍ୟକ୍ରମ ସାରିବାକୁ କହିଥିଲେ।

ପ୍ରଥମ ମହିଳା ଜଣଙ୍କ ଓଠକୁ କିମ୍ବା ଗାଲକୁ ଚୁମ୍ବନ ଦେବେ ଦ୍ୱନ୍ଦ୍ୱରେ ପଡ଼ିବା ପରେ ଶେଷରେ ଗାଲକୁ ଚୁମ୍ବନ ଦେଇ ତୁରନ୍ତ ଚାଲିଯାଇଥିଲେ। ଦ୍ୱିତୀୟ ମହିଳା ରୋଡ୍ରିଗୋଙ୍କ ଚୁମ୍ବନ ପ୍ରସ୍ତାବରେ ଅଭିଭୂତ ହୋଇଥିଲେ ଏବଂ ଏଥିପାଇଁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ଅନ୍ୟ ୩ ଜଣ ମହିଳାମାନେ ମଧ୍ୟ ତାଙ୍କୁ ଚୁମ୍ବନ କରିଥିଲେ।

ଭାଷଣରେ ରୋଡ୍ରିଗୋ କହିଥିଲେ ସେ ସୁନ୍ଦରୀଙ୍କ ଚୁମ୍ବନ ଯୋଗୁ ‘ସମଲିଙ୍ଗୀ’ ହେବାରୁ ରକ୍ଷା ପାଇଗଲେ। ଏଥିପାଇଁ ଧନ୍ୟବାଦ ସେ ଜଣାଇଥିଲେ। ଏହି ଅବସରରେ ସେ ତାଙ୍କ ବିରୋଧୀ ସାଂସଦ ଆଣ୍ଟୋନିଓ ଟ୍ରିଲେନ୍ସଙ୍କୁ ସମାଲୋଚନା କରିଥିଲେ ଯେକି ଜଣେ ‘ସମଲିଙ୍ଗୀ’। ସେ ୨୦୧୮ ମସିହାରେ ଏଭଳି ଜଣେ ଫିଲିପିନୋ ମହିଳା ଶ୍ରମିକଙ୍କୁ ଚୂମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story