ପୂର୍ବତନ ଫୌଜୀଙ୍କ ଆତ୍ମହତ୍ୟା ଘଟଣା: ଏକ କୋଟି ଟଙ୍କାର ସହାୟତା ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ସୈନିକଙ୍କ ପାଇଁ ୱାନ୍ ରାଙ୍କ ୱାନ୍‌ ପେନସନ୍ (ଓଆରଓପି) ଦାବିରେ ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରଦର୍ଶନ କରୁଥିବା ପୂର୍ବତନ ଫୌଜୀ ରାମକିଶନ ଗ୍ରେୱାଲ ଆତ୍ମହତ୍ୟା କରିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଏକ କୋଟି ଟଙ୍କାର ସହାୟତା ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏହାସହ ମୃତ ଫୌଜୀଙ୍କ ପରିବାରକୁ ଜଣଙ୍କୁ ଚାକିରି ଦିଆଯିବ ବୋଲି ସେ କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଆଜି ପୂର୍ବତନ ଫୌଜୀଙ୍କ ଶବ ସତ୍କାର କରାଯାଇଛି। ଏଥିରେ କଂଗ୍ରେସ […]

kejriwal

kejriwal

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 11:10 PM IST

Sports

Latest News

ନୂଆଦିଲ୍ଲୀ: ସୈନିକଙ୍କ ପାଇଁ ୱାନ୍ ରାଙ୍କ ୱାନ୍‌ ପେନସନ୍ (ଓଆରଓପି) ଦାବିରେ ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରଦର୍ଶନ କରୁଥିବା ପୂର୍ବତନ ଫୌଜୀ ରାମକିଶନ ଗ୍ରେୱାଲ ଆତ୍ମହତ୍ୟା କରିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଏକ କୋଟି ଟଙ୍କାର ସହାୟତା ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏହାସହ ମୃତ ଫୌଜୀଙ୍କ ପରିବାରକୁ ଜଣଙ୍କୁ ଚାକିରି ଦିଆଯିବ ବୋଲି ସେ କହିଛନ୍ତି।

ଶବ ବ୍ୟବଚ୍ଛେଦ ପରେ ଆଜି ପୂର୍ବତନ ଫୌଜୀଙ୍କ ଶବ ସତ୍କାର କରାଯାଇଛି। ଏଥିରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କେଜ୍ରିୱାଲ ସାମିଲ ହୋଇଥିଲେ।

ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌କୁ ନେଇ ମୋଦି ମିଛ କହିଛନ୍ତି ଓ ଏଥିପାଇଁ ସେ ସୈନିକଙ୍କୁ କ୍ଷମା ମାଗିବା ଦରକାର ବୋଲି କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story