ମଝି ଆକାଶରେ ବିମାନ ଉଡ଼ୁଥିଲା, କିନ୍ତୁ ପାଇଲଟ୍‌ ଶୋଇପଡ଼ିଲେ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମଝି ଆକାଶରେ ବିମାନ ଉଡ଼ୁଥିଲେ ହେଁ କକ୍‌ପିଟ୍‌ରେ ଏହାର ପାଇଲଟ୍‌ ଶୋଇପଡ଼ିବା ଏବଂ ଲ୍ୟାଣ୍ଡ ପୂର୍ବରୁ ଉଠିବା ପରି ଘଟଣା ସାମ୍ନାକୁ ଆସିଛି। ପାଇଲଟ୍‌ ଜଣଙ୍କ ଶୋଇପଡ଼ିବାରୁ ସେ ଲ୍ୟାଣ୍ଡ କରିବାକୁ ଥିବା ସ୍ଥାନରୁ ୫୦ କିମି ଦୂରକୁ ଚାଲି ଯାଇଥିଲେ। ପିପେର ପିଏ-୩୧ ନାମକ ଏହି ବିମାନରେ କେବଳ ପାଇଲଟ୍‌ ଜଣଙ୍କ ହିଁ ଥିଲେ। ବିମାନଟି ଡେଭୋନପୋର୍ଟରୁ ତାସମାନିଆ ସ୍ଥିତ କିଙ୍ଗ ଦ୍ୱୀପପୁଞ୍ଜକୁ ଯିବାର ଥିଲା। କିନ୍ତୁ ପାଇଲଟ୍‌ ଜଣଙ୍କ […]

f

f

Hemant Lenka
  • Published: Tuesday, 27 November 2018
  • Updated: 27 November 2018, 03:57 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମଝି ଆକାଶରେ ବିମାନ ଉଡ଼ୁଥିଲେ ହେଁ କକ୍‌ପିଟ୍‌ରେ ଏହାର ପାଇଲଟ୍‌ ଶୋଇପଡ଼ିବା ଏବଂ ଲ୍ୟାଣ୍ଡ ପୂର୍ବରୁ ଉଠିବା ପରି ଘଟଣା ସାମ୍ନାକୁ ଆସିଛି। ପାଇଲଟ୍‌ ଜଣଙ୍କ ଶୋଇପଡ଼ିବାରୁ ସେ ଲ୍ୟାଣ୍ଡ କରିବାକୁ ଥିବା ସ୍ଥାନରୁ ୫୦ କିମି ଦୂରକୁ ଚାଲି ଯାଇଥିଲେ।

ପିପେର ପିଏ-୩୧ ନାମକ ଏହି ବିମାନରେ କେବଳ ପାଇଲଟ୍‌ ଜଣଙ୍କ ହିଁ ଥିଲେ। ବିମାନଟି ଡେଭୋନପୋର୍ଟରୁ ତାସମାନିଆ ସ୍ଥିତ କିଙ୍ଗ ଦ୍ୱୀପପୁଞ୍ଜକୁ ଯିବାର ଥିଲା। କିନ୍ତୁ ପାଇଲଟ୍‌ ଜଣଙ୍କ ଶୋଇପଡ଼ିବାରୁ ଏହା କିଙ୍ଗ୍‌ ଦ୍ୱୀପୁପୁଞ୍ଜରୁ ୫୦ କିମି ଦୂରକୁ ଚାଲିଯାଇଥିଲା।

ହେଲେ ବିମାନଟି ତଳକୁ ଖସିବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ପାଇଲଟ୍‌ ଜଣଙ୍କ ନିଦ ଭାଙ୍ଗି ଯାଇଥିଲା। ଫଳରେ ସେ ବିମାନଟିକୁ ସୁରକ୍ଷିତ ଅବତରଣ କରାଇପାରିଥିଲେ।

ତେବେ କ’ଣ ପାଇଁ ଏଭଳି ଘଟଣା ଘଟିଲା ଅଷ୍ଟ୍ରେଲିଆ ଟ୍ରାନ୍ସପୋର୍ଟ ସେଫ୍ଟି ବ୍ୟୁରୋ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story