ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଦେଲା ସଫଳତା

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା ଦିଲ୍ଲୀବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ମିଳିଛି। କରୋନା ରୋଗୀଙ୍କ ଉପରେ ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଇଥିବା ପ୍ଲାଜମା ଥେରାପି ପ୍ରଥମ ପର୍ଯ୍ୟାୟରେ ଅନେକ ସଫଳତା ଦେଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ମଙ୍ଗଳବାର ୪ ଜଣ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପୀ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା […]

r

r

Hemant Lenka
  • Published: Friday, 24 April 2020
  • Updated: 24 April 2020, 01:54 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା ଦିଲ୍ଲୀବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ମିଳିଛି। କରୋନା ରୋଗୀଙ୍କ ଉପରେ ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଇଥିବା ପ୍ଲାଜମା ଥେରାପି ପ୍ରଥମ ପର୍ଯ୍ୟାୟରେ ଅନେକ ସଫଳତା ଦେଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମଙ୍ଗଳବାର ୪ ଜଣ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପୀ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ଡାକ୍ତରମାନେ କହିଛନ୍ତି। ସେହିପରି ଆଉ ଦୁଇ ଜଣ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଆମର ଆଶା ସେ ଦୁଇ ଜଣ ବି ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ।

ରୋଗୀଙ୍କ ଶରୀରରେ ପ୍ଲାଜମା ଥେରାପି କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଏଲଏନଜେପି ହସ୍ପିଟାଲରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ପାଇଁ ଅନୁମତି ମିଳିଥିଲା। ଆସନ୍ତା ୨-୩ ଧରି ଆମେ ଅଧିକ ଟ୍ରାଏଲ କରିବୁ। ଏହାପରେ ଆସନ୍ତା ସପ୍ତାହରୁ ସମସ୍ତ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଉପରେ ଏହାର ବ୍ୟବହାର କରିବାକୁ ଅନୁମତି ମାଗିବୁ।

ଆମର ଆଶା ପ୍ଲାଜମା ଥେରାପି ପାଇଁ ଆମକୁ ଖୁବଶୀଘ୍ର ଅନୁମତି ମିଳିବ। ଅନୁମତି ମିଳିଗଲେ ଆମେ ଦିଲ୍ଲୀର ସମସ୍ତ ହସ୍ପିଟାଲରେ ଏହାର ବ୍ୟବହାର କରିବୁ।”

କରୋନା ରୋଗୁ ସୁସ୍ଥ ହେଉଥିବା ଲୋକଙ୍କ ରକ୍ତରୁ ପ୍ଲାଜମା ପ୍ରସ୍ତୁତ ହୋଇ ଗୁରୁତର ରୋଗୀଙ୍କୁ ଦିଆଯାଏ। କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥିବାରୁ ସେମାନଙ୍କ ରକ୍ତ ଅନ୍ୟମାନଙ୍କ କ୍ଷେତ୍ରରେ ଲାଭଦାୟକ ହୁଏ ବୋଲି ଡାକ୍ତରମାନେ କହିଛନ୍ତି।

ତେଣୁ କେଜ୍ରିୱାଲ କରୋନା ରୋଗୀରୁ ମୁକ୍ତ ପାଇଥିବା ଲୋକଙ୍କୁ ପ୍ଲାଜମା ଦେବାକୁ ଆଗେଇ ଆସିବାକୁ କହିଛନ୍ତି। ସେ କହିଛନ୍ତି, “ଯେଉଁମାନେ କରୋନା ରୋଗରୁ ସୁସ୍ଥ ହୋଇଛନ୍ତି ସେମାନେ ପ୍ଲାଜମା ଦିଅନ୍ତୁ। ଏହାଦ୍ୱାରା ଆମେ କରୋନା ଲଢ଼େଇରେ ସଫଳତା ପାଇପାରିବୁ। ଯେଉଁମାନେ ପ୍ଲାଜମା ଦେବାକୁ ଆଗେଇ ଆସିବେ, ସେମାନେ ହିଁ ପ୍ରକୃତ ଦେଶଭକ୍ତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story