ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଥାଏ। ୨୦୧୫ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଯୋଗ ଦିବସର ଥିମ୍‌ ରହିଛି ‘ୟୋଗା ଆଟ୍‌ ହୋମ୍‌ ଆଣ୍ଡ ୟୋଗା ଫର୍‌ ହେଲଥ୍‌’। ତେବେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ସେ କହିଛନ୍ତି : ଯୋଗ ଦିବସ ହେଉଛି ଏକଜୁଟ୍‌ […]

mofi

mofi

Puspanjali Panda
  • Published: Sunday, 21 June 2020
  • Updated: 21 June 2020, 08:29 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଥାଏ। ୨୦୧୫ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଯୋଗ ଦିବସର ଥିମ୍‌ ରହିଛି ‘ୟୋଗା ଆଟ୍‌ ହୋମ୍‌ ଆଣ୍ଡ ୟୋଗା ଫର୍‌ ହେଲଥ୍‌’। ତେବେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ସେ କହିଛନ୍ତି :

  • ଯୋଗ ଦିବସ ହେଉଛି ଏକଜୁଟ୍‌ ହେବାର ଦିନ।
  • ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୁଲ୍‌ ହେବ ନାହିଁ।
  • କରୋନା ସଙ୍କଟ ସମୟରେ ଯୋଗାଭ୍ୟାସ ଓ ପ୍ରଣାୟାମ ଅତ୍ୟନ୍ତ ଆବଶ୍ୟକ।
  • କରୋନାକୁ ହରାଇବା ପାଇଁ ଯୋଗାଭ୍ୟାସ ଜରୁରୀ।
  • ଯୋଗାଭ୍ୟାସ ଦ୍ୱାରା ଆମର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।
  • କରୋନା ଶ୍ୱାସନଳୀକୁ ସଂକ୍ରମିତ କରିଥାଏ। ପ୍ରାଣାୟାମ କଲେ ଏଥିରୁ ମୁକ୍ତି ସମ୍ଭବ।
  • ଯୋଗ ଦ୍ୱାରା ଆମକୁ ମାନସିକ ଶାନ୍ତି ମିଳେ, ସଂଯମତା ରକ୍ଷା ହୁଏ।
  • ଯୋଗ କରିବା, ଥକି ଯିବାନି, ମନୋବଳ ବଢ଼ାଇବା।
  • ଯୋଗ ସାଧକ ସଙ୍କଟ ବେଳେ ଧୈର୍ଯ୍ୟଚ୍ୟୁତ ହୁଏ ନାହିଁ।
  • ଯୋଗାଭ୍ୟାସ ଦ୍ୱାରା ଆମ ଘରେ, ପରିବାରରେ ଉର୍ଜାର ସଞ୍ଚାର ହୋଇଥାଏ।
  • ଯୋଗର ବିଭିନ୍ନ ମୁଦ୍ରା ଆମ ଶରୀର ପାଇଁ ଲାଭଦାୟକ।
  • ଘରେ ଯୋଗ, ପରିବାର ସହ ଯୋଗ କରିବା ପାଇଁ ଜୀବନର ମାଧ୍ୟମ ବନାନ୍ତୁ।

ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରି ଦେଖନ୍ତୁ ତାଙ୍କର ଭିଡିଓ ବାର୍ତ୍ତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story