ମହିଳାଙ୍କ କଥା ଶୁଣି ଆଖି ଛଳଛଳ କରିଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା(ପିଏମବିଜେପି)ର ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରଠାରେ ଜନଔଷଧୀ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ଏହି ଯୋଜନା ପହଞ୍ଚିବ ବୋଲି ହତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଜଣେ ହିତାଧିକାରୀଙ୍କ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଉତ୍ତରାଖଣ୍ଡର ଡେହରାଡୁନରୁ ପିଏମବିଜେପିର ହିତାଧିକାରୀ ଦୀପା ଶାହା ପକ୍ଷାଘାତୀ ଜନିତ ରୋଗରେ ଦୀର୍ଘ ବର୍ଷ ଧରି […]

pm bjp

pm bjp

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 04:44 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା(ପିଏମବିଜେପି)ର ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରଠାରେ ଜନଔଷଧୀ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ଏହି ଯୋଜନା ପହଞ୍ଚିବ ବୋଲି ହତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଜଣେ ହିତାଧିକାରୀଙ୍କ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

ଉତ୍ତରାଖଣ୍ଡର ଡେହରାଡୁନରୁ ପିଏମବିଜେପିର ହିତାଧିକାରୀ ଦୀପା ଶାହା ପକ୍ଷାଘାତୀ ଜନିତ ରୋଗରେ ଦୀର୍ଘ ବର୍ଷ ଧରି ପୀଡ଼ିତ ଥିଲେ। ତେବେ ପିଏମବିଜେପି ଜରିଆରେ ସେ ଅତି ସୁଲଭ ଦରରେ ଔଷଧ ପାଇପାରୁଛନ୍ତି। ଏନେଇ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ନିଜ ମନର କଥା କହିଥିଲେ।

ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ ଯେ, “ମୁଁ ଭଗବାନଙ୍କୁ ଦେଖିନାହିଁ କିନ୍ତୁ ନରେନ୍ଦ୍ର ମୋଦୀଙ୍କୁ ଭଗବାନଙ୍କ ରୂପରେ ଦେଖିଛି। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।“ ମହିଳାଙ୍କଠାରୁ ଏଭଳି ଶବ୍ଦ ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ଭାବୁକ ହୋଇପଡ଼ିବା ସହ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। ସେ କିଛି ସମୟ ପର୍ଯ୍ୟନ୍ତ ମୁଣ୍ଡ ନୂଆଇଁ ରହିଥିଲେ ଏବଂ କିଛି ସମୟ ପରେ ସ୍ୱାଭାବିକ ହୋଇଥିଲେ।

ସୂଚନାଯୋଗ୍ୟ, ଲୋକଙ୍କୁ ସୁଲଭ ଦର ଓ ସହଜରେ ଚିକିତ୍ସା ସେବା ଯୋଗାଇଦେବା ପିଏମବିଜେପିର ଲକ୍ଷ୍ୟ। ତେବେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ 6 ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲିଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story