ମୋଦି ଓ ତାଙ୍କ ମନ୍ତ୍ରୀ କେଉଁ ମୋବାଇଲ ବ୍ୟବହାର କରନ୍ତି?

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ କହିଲେ ଆଜିର ଦୁନିଆରେ ସାଧାରଣତଃ ଆଣ୍ଡ୍ରଏଡ ମୋବାଇଲକୁ ବୁଝାଏ। ଦେଶରେ ଏବେ ଏହି ମୋବାଇଲ ଫୋନ୍ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି। ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀଙ୍କର ପସନ୍ଦ କିନ୍ତୁ ଆଣ୍ଡ୍ରଏଡ ମୋବାଇଲ ଫୋନ୍ ନୁହେଁ। ଆଣ୍ଡ୍ରଏଡ ମୋବାଇଲ ଫୋନ୍ ପରିବର୍ତ୍ତେ ସୋଶାଲ ମିଡିଆରେ ଅଧିକ ସକ୍ରିୟ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆପଲ ଆଇଫୋନ ବ୍ୟବହାର କରୁଥିବା ଜାଣିଥିଲେ। ଏବେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ […]

modi cabinet

modi cabinet

Subhransu Sekhar
  • Published: Sunday, 23 June 2019
  • Updated: 23 June 2019, 03:35 PM IST

Sports

Latest News

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ କହିଲେ ଆଜିର ଦୁନିଆରେ ସାଧାରଣତଃ ଆଣ୍ଡ୍ରଏଡ ମୋବାଇଲକୁ ବୁଝାଏ। ଦେଶରେ ଏବେ ଏହି ମୋବାଇଲ ଫୋନ୍ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି। ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀଙ୍କର ପସନ୍ଦ କିନ୍ତୁ ଆଣ୍ଡ୍ରଏଡ ମୋବାଇଲ ଫୋନ୍ ନୁହେଁ।

ଆଣ୍ଡ୍ରଏଡ ମୋବାଇଲ ଫୋନ୍ ପରିବର୍ତ୍ତେ ସୋଶାଲ ମିଡିଆରେ ଅଧିକ ସକ୍ରିୟ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆପଲ ଆଇଫୋନ ବ୍ୟବହାର କରୁଥିବା ଜାଣିଥିଲେ। ଏବେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ ଟିମ୍ ସହ ନିରନ୍ତର ଯୋଗାଯୋଗ ରଖିବା ପାଇଁ ଆପଲ ଆଇଫୋନ ଏକ୍ସଏସ ବ୍ୟବହାର କରୁଥିବା ଜଣାପଡ଼ିଛି। ତେବେ ଗୋଟିଏ ନୁହେଁ, ଦୁଇଟି ଫୋନ୍ ବ୍ୟବହାର କରୁଥିବା ଜଣାପଡ଼ିଛି। ଏବେ ସୋଶାଲ ମିଡିଆ ଟ୍ୱିଟରରେ ଅମିତ ଶାହଙ୍କର ୧୪ ମିଲିଅନ ଫଲୋୟର ରହିଛନ୍ତି।୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ଏବଂ ଦୁବାଇ ଗସ୍ତ ବେଳେ ଆଇଫୋନ୍ ସିକ୍ସ ସିରିଜ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା।

ସେହିପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଇଟି ଫୋନ୍ ବ୍ୟବହାର କରୁଛନ୍ତି। ଗୋଟିଏ ଆଇଫୋନ୍ ଅନ୍ୟଟି ଆଣ୍ଡ୍ରଏଡ ଫୋନ୍। ମୋଦି, ଶାହଙ୍କ ପରି ଧର୍ମେନ୍ଦ୍ର ମଧ୍ୟ ନିଜର ନିତିଦିନର କାର୍ଯ୍ୟ ସୋଶାଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଏବଂ ଟ୍ୱିଟରରେ ପୋଷ୍ଟ କରିଥାନ୍ତି। ଏବେ ଟ୍ୱିଟରରେ ଧର୍ମେନ୍ଦ୍ରଙ୍କ ଫଲୋୟର ୧.୧ ମିଲିଅନ ରହିଛନ୍ତି।

ସେହିପରି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅନେକ ସାଂସଦ ମଧ୍ୟ ଆଇଫୋନ୍ ଏକ୍ସ ସୋଶାଲ ମିଡିଆ ପାଇଁ ବ୍ୟବହାର କରୁଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା। ୨୦୧୪ ପୂର୍ବରୁ ଦେଶରେ ୨ଟି ମୋବାଇଲ ଫୋନ ନିର୍ମାଣ କମ୍ପାନୀ ରହିଥିବା ବେଳେ ଏବେ ୨୬୮ଟି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story