ନିଜର ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇଲେ ମୋଦି

ନୂଆଦିଲ୍ଲୀ: କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର୍‌ର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ଦେଶବାସୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମ୍ପର୍କରେ ସୂଚନା ଦେବା ପରେ ସେ ନିଜ ପ୍ରୋଫାଇଲରେ ମୁହଁ ଘୋଡ଼ା ଏକ ଫଟୋ ଦେଇଛନ୍ତି। ଏହି ଫଟୋରେ ମୋଦି ନିଜର ନାକ ଓ ପାଟିକୁ ଘୋଡ଼ାଇ ରଖିଛନ୍ତି। ହେଲେ ଏଥିପାଇଁ ସେ କୌଣସି ମାସ୍କର ବ୍ୟବହାର କରିନାହାନ୍ତି। ବରଂ ନିଜ ଉତ୍ତରୀୟ ଦ୍ୱାରା ହିଁ ସେ ଏହାକୁ […]

f

f

Hemant Lenka
  • Published: Tuesday, 14 April 2020
  • Updated: 14 April 2020, 12:16 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର୍‌ର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ଦେଶବାସୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମ୍ପର୍କରେ ସୂଚନା ଦେବା ପରେ ସେ ନିଜ ପ୍ରୋଫାଇଲରେ ମୁହଁ ଘୋଡ଼ା ଏକ ଫଟୋ ଦେଇଛନ୍ତି। ଏହି ଫଟୋରେ ମୋଦି ନିଜର ନାକ ଓ ପାଟିକୁ ଘୋଡ଼ାଇ ରଖିଛନ୍ତି। ହେଲେ ଏଥିପାଇଁ ସେ କୌଣସି ମାସ୍କର ବ୍ୟବହାର କରିନାହାନ୍ତି। ବରଂ ନିଜ ଉତ୍ତରୀୟ ଦ୍ୱାରା ହିଁ ସେ ଏହାକୁ ଘୋଡ଼ାଇ ରଖିଛନ୍ତି।

ଆଜି ନିଜର ଉଦବୋଧନ ଆରମ୍ଭ କରିବା ପୂର୍ବରୁ ସେ ଏଭଳି ଭାବେ ଉତ୍ତରୀୟ ଦ୍ୱାରା ମୁହଁକୁ ଘୋଡ଼ାଇଥିଲେ। ସମ୍ବୋଧନ ବେଳେ ଦେଇଥିବା ସପ୍ତପଦୀ ମନ୍ତ୍ରରେ ବି ମୋଦି ମାସ୍କର ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଘର ତିଆରୀ ମାସ୍କ ବ୍ୟବହାର କରିବାକୁ ସେ ଲୋକଙ୍କୁ କହିଛନ୍ତି।

ଦେଶବାସୀଙ୍କୁ ଅଧିକ ସତର୍କ ଓ ସଚେତନ କରିବା ପାଇଁ ମୋଦି ନିଜେ ମଧ୍ୟ ପ୍ରୋଫାଇଲ ଫଟୋକୁ ବଦଳାଇ ନାକ ଓ ପାଟିକୁ ଘୋଡ଼ାଇ ରଖିଛନ୍ତି। କେବଳ ମୁହଁରେ ମାସ୍କ ନୁହେଁ, ବରଂ ନିୟମିତ ହାତ ଧୋଇବା ଓ ସାମଜିକ ଦୂରତା ଦ୍ୱାରା ଆମେ କୋଭିଡ-୧୯ର ସଂକ୍ରମଣ ଚେନକୁ ବ୍ରେକ କରିପାରିବା ବୋଲି ମଧ୍ୟ ମୋଦି କହିଛନ୍ତି।

ଗତ ସପ୍ତାହରେ ମୋଦି ଦେଶର ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବି ସେ ଧଳା ରଙ୍ଗର ମାସ୍କ ପିନ୍ଧିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story