ଇଷ୍ଟର ବିସ୍ଫୋରଣ ପରେ ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ମୋଦିଙ୍କ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ: ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲ୍‌ଡିଭ୍‌ସରୁ ଫେରି ଶ୍ରୀଲଙ୍କା ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରଙ୍କୁ ଗୁରୁତ୍ୱ ଦିଆଯିବା କ୍ରମରେ ଏହି ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଛନ୍ତି। ସମଗ୍ର ବିଶ୍ୱକୁ ଚମକାଇ ଦେଇଥିବା ଶ୍ରୀଲଙ୍କାରେ ଇଷ୍ଟର ରବିବାର ବିସ୍ଫୋରଣ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କର ପ୍ରଥମ ଶ୍ରୀଲଙ୍କା ଗସ୍ତ। ଏହି ଆତଙ୍କବାଦୀ ହମ୍‌ଲାରେ […]

modi-in-srilanka

modi-in-srilanka

Subrat Kumar Nayak
  • Published: Sunday, 09 June 2019
  • Updated: 09 June 2019, 04:12 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲ୍‌ଡିଭ୍‌ସରୁ ଫେରି ଶ୍ରୀଲଙ୍କା ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରଙ୍କୁ ଗୁରୁତ୍ୱ ଦିଆଯିବା କ୍ରମରେ ଏହି ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଛନ୍ତି। ସମଗ୍ର ବିଶ୍ୱକୁ ଚମକାଇ ଦେଇଥିବା ଶ୍ରୀଲଙ୍କାରେ ଇଷ୍ଟର ରବିବାର ବିସ୍ଫୋରଣ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କର ପ୍ରଥମ ଶ୍ରୀଲଙ୍କା ଗସ୍ତ। ଏହି ଆତଙ୍କବାଦୀ ହମ୍‌ଲାରେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା, ଯାହାକି ଶ୍ରୀଲଙ୍କା ସମେତ ଏସିଆ ମହାଦେଶ ପାଇଁ ଏକ କଳା ଦିବସ ଥିଲା।

ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀ ମୋଦିଙ୍କ ଶ୍ରୀଲଙ୍କା ପ୍ରତିପକ୍ଷ ରାନିଲ ୱିକ୍ରମସିଂଘେ ତାଙ୍କୁ ସ୍ୱାଗତ କରିଥିଲେ। ସେ ପ୍ରଥମେ ଆକ୍ରମଣର ଶିକାର ହୋଇଥିବା ଚର୍ଚ୍ଚକୁ ଯାଇଥିଲେ। ସେଠାରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ମୋଦି କହିଥିଲେ, ଏହି କାପୁରୁଷୋଚିତ ଆତଙ୍କୀ ହମ୍‌ଲା ଶ୍ରୀଲଙ୍କାର ଧୈର୍ଯ୍ୟକୁ ହରାଇପାରିବ ନାହିଁ। ଶ୍ରୀଲଙ୍କାର ଏଭଳି ସ୍ଥିତିରେ ଏହି ରାଷ୍ଟ୍ର ସାଥିରେ ଏବଂ ଏହାର ଦେଶବାସୀଙ୍କ ସାଥିରେ ଭାରତ ଅଛି। ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତରେ ୱିକ୍ରମସିଂଘେଙ୍କ ବ୍ୟତୀତ ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଏବଂ ବିରୋଧୀ ଦଳ ନେତା ତଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପାକ୍ସେଙ୍କୁ ଭେଟିବେ। ଏହି ଗସ୍ତରେ ସେ ତାମିଲ ନ୍ୟାସନାଲ ଆଲୟାନ୍ସ ନାମକ ଏକ ତାମିଲ ସଂଖ୍ୟାଲଘୁଙ୍କୁ ପ୍ରତିନିଧିତ୍ୱ କରୁଥିବା ରାଜନୀତିକ ଦଳର ପ୍ରତିନିଧିଙ୍କୁ ମଧ୍ୟ ଭେଟିବେ।

ଭାରତରେ ଅବସ୍ଥାପିତ ଶ୍ରୀଲଙ୍କା ରାଷ୍ଟ୍ରଦୂତ ଅଷ୍ଟିନ୍‌ ଫର୍ଣ୍ଣାଣ୍ଡୋ କହିଛନ୍ତି, ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ଭାରତୀୟଙ୍କର ଶ୍ରୀଲଙ୍କା ପ୍ରତି ରହିଥିବା ଭାତୃଭାବକୁ ଦର୍ଶାଉଛି। ପ୍ରଥମେ ମାଲ୍‌ଡିଭ୍‌ସ ଏବଂ ପରେ ଶ୍ରୀଲଙ୍କା ଗସ୍ତରୁ ସ୍ପଷ୍ଟ ହୋଇଯାଇଛି ଏହା ଭାରତର ‘ପ୍ରଥମେ ପଡ଼ୋଶୀ’ ନୀତିର ଉଦାହରଣ। ଗତକାଲି ମୋଦି ମାଲ୍‌ଡିଭ୍‌ସ ଗସ୍ତରେ ଯାଇଥିବା ବେଳେ ଏହି ରାଷ୍ଟ୍ରର ସର୍ବଶ୍ରେଷ୍ଠ ସମ୍ମାନ ‘ରୁଲ୍‌ ଅଫ୍‌ ନିଶାନ୍‌ ଉଜ୍ଜିଦ୍ଦିନ୍‌’ରେ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ସେ ଏହି ଦ୍ୱୀପ ଦେଶର ସଂସଦରେ ଦେଇଥିବା ଉଦବୋଧନରେ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ କୌଣସି ରାଷ୍ଟ୍ର ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ନିନ୍ଦନୀୟ କାରଣ ଆତଙ୍କବାଦ ହେଉଛି ସମଗ୍ର ବିଶ୍ୱ ସାମ୍ନା କରୁଥିବା ସବୁଠାରୁ ବଡ଼ ସମସ୍ୟା। ଏହାକୁ ସମୂଳେ ନିପାତ କରିବା ପାଇଁ ସବୁ ରାଷ୍ଟ୍ର ଏକାଠି ହେବାକୁ ସେ ଆହ୍ୱାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story