ନୃପେନ୍ଦ୍ର ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ , ପ୍ରମୋଦ ମଧ୍ୟ ବଜାୟ ରଖିଲେ ପଦ

ନୂଆଦିଲ୍ଲୀ:ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ କରାଯାଇଛି। ସେହିଭଳି ଓଡ଼ିଶା ଜନ୍ମିତ ପ୍ରମୋଦ କୁମାର ମିଶ୍ର ଆଡିସିନାଲ ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ ହୋଇଛନ୍ତି। ଉଭୟଙ୍କ ନିଯୁକ୍ତି ମେ ୩୧ ଠାରୁ ଲାଗୁ ହୋଇଛି। The Appointments Committee of the Cabinet has approved the appointment of Dr. PK Mishra, IAS (Retired) as the Additional Principal Secretary to Prime Minister […]

nripendra-pk

nripendra-pk

Subrat Kumar Nayak
  • Published: Tuesday, 11 June 2019
  • Updated: 11 June 2019, 10:52 PM IST

Sports

Latest News

ନୂଆଦିଲ୍ଲୀ:ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ କରାଯାଇଛି। ସେହିଭଳି ଓଡ଼ିଶା ଜନ୍ମିତ ପ୍ରମୋଦ କୁମାର ମିଶ୍ର ଆଡିସିନାଲ ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ ହୋଇଛନ୍ତି। ଉଭୟଙ୍କ ନିଯୁକ୍ତି ମେ ୩୧ ଠାରୁ ଲାଗୁ ହୋଇଛି।
https://twitter.com/ANI/status/1138484850497744896
ତାଙ୍କ କାର୍ଯ୍ୟକାଳରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ପାଇବେ ବୋଲି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଅବଧି ସହିତ ଉଭୟଙ୍କ ଅବଧି ସମାନ ରହିବ।
https://twitter.com/ANI/status/1138485353835372545
ନୃପେନ୍ଦ୍ର ପୂର୍ବରୁ ସାର ସଚିବ ଏବଂ ଟେଲିକମ୍‌ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ସମ୍ବଲପୁର ଜନ୍ମିତ ପ୍ରମୋଦ କୁମାର ମିଶ୍ର ମଧ୍ୟ ନୃପେନ୍ଦ୍ରଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ଘନିଷ୍ଠ। ନୃପେନ୍ଦ୍ର ମୋଦିଙ୍କ ସହିତ ଘନିଷ୍ଠଭାବରେ କାର୍ଯ୍ୟ କରୁଥିବାରୁ ପ୍ରମୋଦଙ୍କ ପରେ କାର୍ଯ୍ୟାଳୟର ଭାର ଅଧିକ ରହିଥାଏ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରରୁ ପ୍ରମୋଦ ତାଙ୍କ ସହ କାର୍ଯ୍ୟ କରି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story