ସତ ହେବ ସ୍ୱପ୍ନ : ଭାରତରେ ଗଡ଼ିବ ବୁଲେଟ ଟ୍ରେନ୍‌, ଗୁରୁବାର ଶୁଭ ଦେବେ ମୋଦି   

ନୂଆଦିଲ୍ଲୀ:ଭାରତର ବହୁ ପ୍ରତିକ୍ଷୀତ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ମୂଳଦୁଆ ଆସନ୍ତା ଗୁରୁବାର ଠାରୁ ପଡ଼ିବାକୁ ଯାଉଛି।  ଅର୍ଥାତ ଆସନ୍ତା ୧୪ ତାରିଖରେ ଏହି ପ୍ରକଳ୍ପର ଶୁଭ ଦିଆଯିବ। ଏଥିପାଇଁ ଭାରତକୁ ଜାପାନ ସମସ୍ତପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ପଶ୍ଚିମ ଗୁଜରାଟରେ ଏହି ପ୍ରକଳ୍ପର କାମ ଆରମ୍ଭ ହେବ। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଅହମ୍ମଦାବାଦରେ ଏହାର ଶୁଭ ଦିଆଯିବ। ବୁଲେଟ୍‌ ଟ୍ରେନ୍‌ ପାଇଁ ପଡ଼ିବାକୁ ଥିବା ରୁଟ […]

Rakesh Mallick
  • Published: Sunday, 10 September 2017
  • Updated: 10 September 2017, 11:08 PM IST

Sports

Latest News

ନୂଆଦିଲ୍ଲୀ:ଭାରତର ବହୁ ପ୍ରତିକ୍ଷୀତ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ମୂଳଦୁଆ ଆସନ୍ତା ଗୁରୁବାର ଠାରୁ ପଡ଼ିବାକୁ ଯାଉଛି।  ଅର୍ଥାତ ଆସନ୍ତା ୧୪ ତାରିଖରେ ଏହି ପ୍ରକଳ୍ପର ଶୁଭ ଦିଆଯିବ। ଏଥିପାଇଁ ଭାରତକୁ ଜାପାନ ସମସ୍ତପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ପଶ୍ଚିମ ଗୁଜରାଟରେ ଏହି ପ୍ରକଳ୍ପର କାମ ଆରମ୍ଭ ହେବ। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଅହମ୍ମଦାବାଦରେ ଏହାର ଶୁଭ ଦିଆଯିବ। ବୁଲେଟ୍‌ ଟ୍ରେନ୍‌ ପାଇଁ ପଡ଼ିବାକୁ ଥିବା ରୁଟ ମୁମ୍ବାଇକୁ ଯୋଗାଯୋଗ କରିବ।  ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ପ୍ରକଳ୍ପ ପାଇଁ ୧୯ ବିଲିୟନ ଡଲାର ବ୍ୟୟବରାଦ ହୋଇଥିବା ବେଳେ ଏଥିରୁ ଜାପାନ ୮୫ ପ୍ରତିଶତ ଅର୍ଥ ଋଣ ଆକାରରେ  ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।  ସବୁଠୁ ଦ୍ରୁତଗାମୀ ଯାନ କୁହାଯାଉଥିବା ଏହି ବୁଲେଟ ଟ୍ରେନ୍‌ ଚାଲିଲେ ଉଭୟ ରାଜ୍ୟ ମଧ୍ୟରେ ସମୟର ବ୍ୟବଧାନ ହ୍ରାସ ପାଇବ।

ମୁଖ୍ୟତଃ ଉଭୟ ସହରକୁ ଯାତାୟତ ପାଇଁ ୮ରୁ ୩ ଘଣ୍ଟା ସମୟକୁ ଖସି ଆସିବ।  ୨୦୨୩ ଡିସେମ୍ବରରେ ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି କୁଯାଉଛି। ଏହି ଟ୍ରେନ୍‌ ଥରକରେ ୭୫୦ ଯାତ୍ରୀ ଯିବାର କ୍ଷମତା ରହିଛି। ଆସନ୍ତା ରବିବାର ମୋଦିଙ୍କର ୬୭ତମ ଜନ୍ମଦିନ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଉଭୟ ମୋଦି ଏବଂ ସିଞ୍ଜୋ ଆବେଙ୍କ ମଧ୍ୟରେ ଅନେକ ପ୍ରକଳ୍ପକୁ ନେଇ ବୁଝାମଣା ଚୁକ୍ତି ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି।

 ସୂଚନାଯୋଗ୍ର ଯେ, ୧୪ ନିର୍ବାଚନରେ ବିଜେପିର ବିଭିନ୍ନ ଏଜେଣ୍ଡା ମଧ୍ୟରେ  ବୁଲେଟ୍‌ ଟ୍ରେନ୍‌ ସ୍ଥାନ ପାଇଥିଲା। ଏହି ବୁଲେଟ ଟ୍ରେନ୍‌ର ସ୍ୱପ୍ନ ଦେଖାଇ ମୋଦି ଶାସନ କ୍ଷମତାକୁ ଆସିଥିଲେ। ପରେ ବୁଲେଟ ଟ୍ରେନ୍‌ ସମ୍ପର୍କରେ ଜାପାନ ସହ ଆଲୋଚନା ହୋଇଥିଲା।

 ଆଉ ଏଥିପାଇଁ ସମସ୍ତ ସହଯୋଗ ଜାପାନ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସମଗ୍ର ବିଶ୍ୱରେ ଚାଲୁଥିବା ବୁଲେଟ ଟ୍ରେନ୍‌ ମଧ୍ୟରେ ମାନ ଦୃଷ୍ଟିରୁ ଜାପାନ ସବୁଠୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଉଛି। ସେହିପରି ସ୍ପିଡ୍‌ ଏବଂ ସୁରକ୍ଷା ତାଲିକାରେ ଜାପାନର ବୁଲେଟ ଟ୍ରେନ୍‌ ଆଗରେ ରହିଛି।  ସେ ଦୃଷ୍ଟିରୁ ଭାରତ ପାଇଁ ଏହା ବେଶ ସହାୟକ ହେବ ବୋଲି କୁହାଯାଉଛି।

 ଅନ୍ୟପକ୍ଷରେ ଭାରତର ରେଳ ନେଟୱର୍କ ସବୁଠୁ ଦୀର୍ଘତମ ହୋଇଥିବା ବେଳେ ପ୍ରତିଦିନ ୨୨ ନିୟୁତ ଯାତ୍ରୀ ରେଳ ଯାତ୍ରା ଉପରେ ନିର୍ଭର କରୁଛନ୍ତି । ହେଲେ ବ୍ରିଟିସ ଅମଳର ଥିବା ରେଳଧାରଣାକୁ ବଦଳା ଯାଉ ନ ଥିବାରୁ ସବୁଦିନ କେଉଁଠି ନା କେଉଁଠି ଟ୍ରେନ୍‌ ଦୁର୍ଘଟଣା ଘଟୁଥିବା ଖବର ଆସୁଛି।  ତେବେ କିଛି ଟ୍ରେନ୍‌  ଘଣ୍ଟାକୁ ୧୦୦ କିମି ବେଗରେ ଚାଲୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story