ଚୀନକୁ ମୋଦିଙ୍କ ଚେତାବନୀ, ଗୋଟିଏ ଇଞ୍ଚ୍ ଜାଗା ଦିଆଯିବନି

ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏଗି ଅବସରରେ ଶହୀଦ ଯବାନଙ୍କ ବଳିଦାନକୁ ବାବଦରେ ମତ ରଖିଥିଲେ। ଗୋଟିଏ ଇଞ୍ଚ ଜମି ଚୀନ୍ ପାଇବ ନାହିଁ ବୋଲି ମୋଦି ଏହି ଅବସରରେ ମତ ରଖିଛନ୍ତି। ଭାରତ ମାତା ଉପରକେ କେହି ଆଖି ଉଠାଇ ଦେଖିବ ତା’ହେଲେ ପରିଣାମ ସାଂଘାତିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶହୀଦ୍ ପରିବାରଙ୍କୁ ସାରା ଦେଶ ପ୍ରଣାମ କରୁଛି ବୋଲି ସେ କହିଛନ୍ତି। ଦେଶରେ ୨୦ […]

modi

modi

Subhransu Sekhar
  • Published: Friday, 19 June 2020
  • Updated: 19 June 2020, 11:17 PM IST

Sports

Latest News

ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏଗି ଅବସରରେ ଶହୀଦ ଯବାନଙ୍କ ବଳିଦାନକୁ ବାବଦରେ ମତ ରଖିଥିଲେ। ଗୋଟିଏ ଇଞ୍ଚ ଜମି ଚୀନ୍ ପାଇବ ନାହିଁ ବୋଲି ମୋଦି ଏହି ଅବସରରେ ମତ ରଖିଛନ୍ତି। ଭାରତ ମାତା ଉପରକେ କେହି ଆଖି ଉଠାଇ ଦେଖିବ ତା’ହେଲେ ପରିଣାମ ସାଂଘାତିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶହୀଦ୍ ପରିବାରଙ୍କୁ ସାରା ଦେଶ ପ୍ରଣାମ କରୁଛି ବୋଲି ସେ କହିଛନ୍ତି।

ଦେଶରେ ୨୦ ଯବାନ ଗଲଓ୍ୱାନ ଉପତ୍ୟକାରେ ଶହୀଦ ହୋଇଛନ୍ତି। ହେଲେ ଯେଉଁମାନେ ଆଖି ଉଠାଇ ଚାହିଁଥିଲେ ସେନା ସେମାନଙ୍କୁ କଡ଼ା ଜବାବ ଦେଇଛି। ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ବେଳେ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି। ଆମର କୌଣସି ପୋଷ୍ଟ କାହାର ଅଧିନରେ ନାହିଁ।

ସେହିପରି ସୀମାର ସ୍ଥିତି ବାବଦରେ ସୂଚନା ଦେଇ ମୋଦି କହିଛନ୍ତି, ସଂଘର୍ଷ ପରେ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ସୀମାକୁ ସୁରକ୍ଷିତ ରଖିବା ପାଇଁ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏମିତିକି ସେନାର କ୍ଷମତାକୁ ଅଧିକ ମଜବୁତ କରିବା ପାଇଁ ଅତ୍ୟାଧୁନିକ ଲଢ଼ୁଆ ବିମାନ, ମିସାଇଲ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ପୂର୍ବରୁ ଦୁଇ ଦେଶ ପ୍ରସଙ୍ଗରେ ଯେଉଁ ସବୁ ଅଞ୍ଚଳ ଏତେ ଗୁରୁତ୍ୱ ବହନ କରୁନଥିଲା ଏବେ ସେହି ସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଡକାଯାଇଥିଲା ସର୍ବଦଳୀୟ ବୈଠକ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିଲେ। ଏଥିସହ ୨୦ଟି ରାଜନୀତିକ ଦଳର ସଭାପତି ଯୋଗ ଦେଇ ଚୀନ୍ ରଣନୀତି ବାବଦରେ ମତ ରଖିଛନ୍ତି। ବୈଠକ ଆରମ୍ଭ ହେବା ପୂର୍ବରୁ ଶହୀଦ ହୋଇଥିବା ୨୦ ଯବାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି, ଦେଶବାସୀଙ୍କୁ ଉପତ୍ୟକାର ସ୍ଥିତି ବାବଦରେ ସରକାର ସ୍ପଷ୍ଟ କରିବା ଦରକାର। ବିରୋଧୀ ଦଳଙ୍କୁ ପ୍ରତିଦିନ ଏ ବାବଦରେ ସୂଚନା ଦେବା ଦରକାର। ଦେଶର ସେନାଙ୍କ ଉପରେ ଚୀନ୍ ସେନା ଆକ୍ରମଣ କରିବା ଗୁଇନ୍ଦା ବିଫଳ ପାଇଁ ହୋଇଛି କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସୋନିଆ। ସେଦିନର ସାଟେଲାଇଟ୍ ଫଟୋ ଜାରି କରିବା ଦରକାର ବୋଲି ସେ କହିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଗୁଇନ୍ଦା ବିଫଳ ପାଇଁ ଏଭଳି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story