ଟିମ୍ ଇଣ୍ଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ତା’ର କ୍ରିକେଟ୍ ବିଶ୍ୱକପ୍ ଅଭିଯାନ ଆଜି ଆରମ୍ଭ କରିଛି। ଏହି ଅବସରରେ ସମଗ୍ର ଦେଶ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ପୂରା ଟିମକୁ ମୁଁ ଶୁଭକାମନା ଜଣାଉଛି। ଆଶା କରୁଛି ଯେ, ଏହି ଟୁର୍ଣ୍ଣାମେଣ୍ଟ ଭଲ କ୍ରିକେଟ୍ ଏବଂ ଖେଳ ଭାବନାର ଉଦାହରଣ […]

modi

modi

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 04:59 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ତା'ର କ୍ରିକେଟ୍ ବିଶ୍ୱକପ୍ ଅଭିଯାନ ଆଜି ଆରମ୍ଭ କରିଛି। ଏହି ଅବସରରେ ସମଗ୍ର ଦେଶ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ପୂରା ଟିମକୁ ମୁଁ ଶୁଭକାମନା ଜଣାଉଛି। ଆଶା କରୁଛି ଯେ, ଏହି ଟୁର୍ଣ୍ଣାମେଣ୍ଟ ଭଲ କ୍ରିକେଟ୍ ଏବଂ ଖେଳ ଭାବନାର ଉଦାହରଣ ସୃଷ୍ଟି କରୁ।" ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, "ଖେଳ ବି ଜିତ ଏବଂ ହୃଦୟ ବି ଜିତ।"

ସୂଚନାଯୋଗ୍ୟ, ଭାରତ ତା'ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଭାରତ ତା'ର ଦ୍ୱିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ସହ ଜୁନ୍ ୯ ତାରିଖରେ ଖେଳିବ। ଜୁନ୍ ୧୩ ତାରିଖରେ ଭାରତ ନ୍ୟୁଜିଲ୍ୟାଣ୍ଡ, ୧୬ ତାରିଖରେ ପାକିସ୍ତାନ, ଜୁନ୍ ୨୨ ତାରିଖରେ ଆଫଗାନିସ୍ତାନ, ଜୁନ୍ ୨୭ ତାରିଖରେ ୱେଷ୍ଟଇଣ୍ଡିଜ୍, ୩୦ରେ ଇଂଲଣ୍ଡ, ଜୁଲାଇ ୨ ତାରିଖରେ ବାଂଲାଦେଶ ଏବଂ ଜୁଲାଇ ୬ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story