ସଜାଗ କ’ଣ ରହିବେ? ଶୁଣୁଶୁଣୁ ତ ଶୋଇପଡ଼ିଲେ

ପାଟଣା: ଏମାନେ କ’ଣ ସୁରକ୍ଷା କରିବେ? ଏମାନେ ତ ନିଜେ ସଜାଗ ନୁହନ୍ତି। ୟୁଟ୍ୟୁବ୍‌ରେ ଅପଲୋଡ୍ ହୋଇଥିବା ଏକ ଭିଡିଓ (ନିମ୍ନରେ ପୋଷ୍ଟ କରାଯାଇଛି) ଦେଖିଲେ ଆପଣ ଏମିତି କିଛି କହିପାରନ୍ତି। ସୁରକ୍ଷା ବ୍ୟବସ୍ଥା ନେଇ ବିବରଣୀ ଦିଆଯାଉଥିବା ବେଳେ ଜଣେ ଦୁଇ ଜଣ ପୁଲିସ୍ ଅଧିକାରୀ ନିଘୋଡ଼ ନିଦରେ ଶୋଇ ଯାଇଥିବା ବେଳେ ଆଉ କେଇ ଜଣ ମୋବାଇଲ୍‌ରେ ଫଟୋ ଉଠାଉଛନ୍ତି। ଆପଣ ଏ ଭିଡିଓରେ ଏମିତି କିଛି ଦୃଶ୍ୟ ଦେଖିବାକୁ ପାଇବେ। ଘଟଣାଟି ବିହାରର […]

police123

police123

Jitendra Garnayak
  • Published: Tuesday, 16 October 2018
  • Updated: 16 October 2018, 11:33 AM IST

Sports

Latest News

ପାଟଣା: ଏମାନେ କ’ଣ ସୁରକ୍ଷା କରିବେ? ଏମାନେ ତ ନିଜେ ସଜାଗ ନୁହନ୍ତି। ୟୁଟ୍ୟୁବ୍‌ରେ ଅପଲୋଡ୍ ହୋଇଥିବା ଏକ ଭିଡିଓ (ନିମ୍ନରେ ପୋଷ୍ଟ କରାଯାଇଛି) ଦେଖିଲେ ଆପଣ ଏମିତି କିଛି କହିପାରନ୍ତି।

ସୁରକ୍ଷା ବ୍ୟବସ୍ଥା ନେଇ ବିବରଣୀ ଦିଆଯାଉଥିବା ବେଳେ ଜଣେ ଦୁଇ ଜଣ ପୁଲିସ୍ ଅଧିକାରୀ ନିଘୋଡ଼ ନିଦରେ ଶୋଇ ଯାଇଥିବା ବେଳେ ଆଉ କେଇ ଜଣ ମୋବାଇଲ୍‌ରେ ଫଟୋ ଉଠାଉଛନ୍ତି। ଆପଣ ଏ ଭିଡିଓରେ ଏମିତି କିଛି ଦୃଶ୍ୟ ଦେଖିବାକୁ ପାଇବେ।

ଘଟଣାଟି ବିହାରର ରାଜଧାନୀ ପାଟଣାର। ଦୁର୍ଗା ପୂଜା ପାଇଁ ପୁଲିସ୍ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଚାଲିଥିଲା। ଏଥିରେ ପୂଜା ସମୟରେ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା କେମିତି ରହିବ ସେ ବିଷୟରେ ଅବଗତ କରାଯାଉଥିଲା। ଟ୍ରାଫିକ୍‌ଠାରୁ ଧରି କେଉଁ ରାସ୍ତାରେ ଗାଡ଼ି ଚଳାଚଳ କରିବ, କେଉଁଠି କେତେ ପୁଲିସ୍ ନିୟୋଜିତ ହେବେ- ଏସବୁ ବିଷୟରେ ଅବଗତ କରାଯାଉଥିଲା। ତେବେ କେତେକ ପୁଲିସ୍ ଅଧିକାରୀ ଏହାକୁ କେତେ ଶୁଣୁଥିଲେ, ତାହା ଆପଣ ଏ ଭିଡିଓ ଦେଖିଲେ ଜାଣିପାରିବେ।

ଏବେ ଭିଡିଓଟିକୁ ଦେଖନ୍ତୁ:
https://youtu.be/5oQHLhJBWvA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story