ପୁଞ୍ଛ ସେକ୍ଟରରେ ସେନା-ଆତଙ୍କୀ ଗୁଳି ବିନିମୟ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଛ୍‌ ସେକ୍ଟର ପୁଣି ଅଶାନ୍ତ ହୋଇପଡ଼ିଛି। ସୋମବାର ସକାଳେ ଲସ୍କର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସକାଳେ ପୁଞ୍ଛ ଅଞ୍ଚଳରେ ଲୁଚିଥିବା ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଫଳରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପଲଟା ଆକ୍ରମଣ କରିଥିଲେ। ପୁଞ୍ଛ ସେକ୍ଟର ଅଲ୍ଲାହପିର ଅଞ୍ଚଳରେ ରବିବାର ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ […]

poonch

poonch

Rakesh Mallick
  • Published: Monday, 12 September 2016
  • Updated: 12 September 2016, 06:21 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଛ୍‌ ସେକ୍ଟର ପୁଣି ଅଶାନ୍ତ ହୋଇପଡ଼ିଛି। ସୋମବାର ସକାଳେ ଲସ୍କର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସକାଳେ ପୁଞ୍ଛ ଅଞ୍ଚଳରେ ଲୁଚିଥିବା ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଫଳରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପଲଟା ଆକ୍ରମଣ କରିଥିଲେ।

ପୁଞ୍ଛ ସେକ୍ଟର ଅଲ୍ଲାହପିର ଅଞ୍ଚଳରେ ରବିବାର ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ୍‌ ହୋଇଥିଲେ। ଏହି ଘଟଣାରେ ଜଣେ ସବ୍‌ ଇନ୍ସପେକ୍ଟର ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story