ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉତ୍ତରପ୍ରଦେଶ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଉମେଶ ପଣ୍ଡିତ ମଥୁରାରେ ଏପରି ଏକ ଫଟୋ ଲଗାଇଛନ୍ତି ଯେଉଁଥିରେ ରାହୁଲଙ୍କୁ ପଣ୍ଡିତ ବୋଲି ସମ୍ୱୋଧିତ କରାଯାଇଛି। ଏହି ପୋଷ୍ଟର ଦଳ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଡିଜାଇନ୍ କରାଯାଇଛି। ଯାହା ରାହୁଲଙ୍କ ନାମ ପୂର୍ବରୁ ‘ପଂ’ ଅକ୍ଷର ଲେଖାଯାଇଛି।
ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସ ସବୁବେଳେ ଜାତି ଓ ଧର୍ମକୁ ନେଇ ରାଜନୀତି କରୁ ନ ଥିବା କହୁଥିବା ବେଳେ ୨୭ ବର୍ଷ ହେବ ଅନ୍ୟ ଦଳ ଗୁଡ଼ିକ ଉତ୍ତରପ୍ରଦେଶରେ ଜାତି କାର୍ଡ ନିର୍ବାଚନ ଲଢୁଛନ୍ତି।
ପୂର୍ବରୁ କଂଗ୍ରେସ ଶୀଲା ଦୀକ୍ଷିତ୍ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବରିଷ୍ଠ ନେତାମାନେ ବ୍ରାହ୍ମଣ କାର୍ଡ ଖେଳିଥିଲେ। ୧୯୮୯ରେ ଉତ୍ତରପ୍ରଦେଶରେ ଶେଷ ଥର ପାଇଁ ଏନ୍ ଡି ତିୱାରୀ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ବିଭିନ୍ନ ଦଳର ସରକାର ଶାସନ କରିଛନ୍ତି । କିନ୍ତୁ ଆଜି ଯାଏଁ କେହି ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅସୁସ୍ଥ ସିନ୍ଦେ ଏବେ ଗାଁରେ, ଆଜି ନେଇ ପାରନ୍ତି ବଡ଼ ନିଷ୍ପତ୍ତି
ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି। ତାଙ୍କୁ ଜ୍ୱର ଓ ଥଣ୍ଡା ହୋଇଛି। ଏହି କାରଣରୁ ସେ ନିଜ ପୈତୃକ ଗାଁକୁ ଯାଇଥିବା ଶିବସେନା ସ୍ପଷ୍ଟ କରିଛି।
National
ବସ୍ରେ ଡିବେଟ ଦେଖୁଥିଲେ ଯାତ୍ରୀ, ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ହେଲା ନୋଟିସ୍
ସରକାରୀ ବସ୍ରେ ଚାଲିଥିବା ଏକ ଡିବେଟ କାର୍ଯ୍ୟକ୍ରମରେ ଜଣେ ଯାତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଶୁଣୁଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଛି ତମ୍ବିତୋଫାନ୍ । ଏନେଇ ଉଭୟ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନୋଟିସ୍ ହୋଇଛି।
National
ମହିଳାଙ୍କ ଚୁଟି କାଟି କଳା ବୋଳିଦେଲେ, ଗଛରେ ବାନ୍ଧି ଦେଲେ ଗରମ ଚେଙ୍କ
ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ। ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ ।
National
କ୍ୟାନ୍ସର୍ ପାଇଁ 'ସ୍ପେଶାଲ ଡାଏଟ୍'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍
ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।