ପଣ୍ଡିତ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉତ୍ତରପ୍ରଦେଶ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଉମେଶ ପଣ୍ଡିତ ମଥୁରାରେ ଏପରି ଏକ ଫଟୋ ଲଗାଇଛନ୍ତି ଯେଉଁଥିରେ ରାହୁଲଙ୍କୁ ପଣ୍ଡିତ ବୋଲି ସମ୍ୱୋଧିତ କରାଯାଇଛି। ଏହି ପୋଷ୍ଟର ଦଳ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଡିଜାଇନ୍‌ କରାଯାଇଛି।  ଯାହା ରାହୁଲଙ୍କ ନାମ ପୂର୍ବରୁ ‘ପଂ’  ଅକ୍ଷର ଲେଖାଯାଇଛି। ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସ ସବୁବେଳେ  ଜାତି ଓ ଧର୍ମକୁ ନେଇ ରାଜନୀତି କରୁ ନ ଥିବା କହୁଥିବା ବେଳେ ୨୭ ବର୍ଷ […]

poster

poster

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 07:19 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉତ୍ତରପ୍ରଦେଶ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଉମେଶ ପଣ୍ଡିତ ମଥୁରାରେ ଏପରି ଏକ ଫଟୋ ଲଗାଇଛନ୍ତି ଯେଉଁଥିରେ ରାହୁଲଙ୍କୁ ପଣ୍ଡିତ ବୋଲି ସମ୍ୱୋଧିତ କରାଯାଇଛି। ଏହି ପୋଷ୍ଟର ଦଳ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଡିଜାଇନ୍‌ କରାଯାଇଛି।  ଯାହା ରାହୁଲଙ୍କ ନାମ ପୂର୍ବରୁ ‘ପଂ’  ଅକ୍ଷର ଲେଖାଯାଇଛି।

ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସ ସବୁବେଳେ  ଜାତି ଓ ଧର୍ମକୁ ନେଇ ରାଜନୀତି କରୁ ନ ଥିବା କହୁଥିବା ବେଳେ ୨୭ ବର୍ଷ ହେବ  ଅନ୍ୟ ଦଳ ଗୁଡ଼ିକ ଉତ୍ତରପ୍ରଦେଶରେ  ଜାତି କାର୍ଡ  ନିର୍ବାଚନ ଲଢୁଛନ୍ତି।

ପୂର୍ବରୁ କଂଗ୍ରେସ ଶୀଲା ଦୀକ୍ଷିତ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବରିଷ୍ଠ ନେତାମାନେ  ବ୍ରାହ୍ମଣ କାର୍ଡ ଖେଳିଥିଲେ। ୧୯୮୯ରେ ଉତ୍ତରପ୍ରଦେଶରେ ଶେଷ ଥର ପାଇଁ ଏନ୍‌ ଡି ତିୱାରୀ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ବିଭିନ୍ନ ଦଳର ସରକାର ଶାସନ କରିଛନ୍ତି । କିନ୍ତୁ  ଆଜି ଯାଏଁ କେହି ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story