ଶକ୍ତିଶାଳୀ ଭୂକମ୍ପରେ ଭୁଶୁଡ଼ିଲା ଏକାଧିକ ବିଲଡିଂ, ଉଦ୍ଧାରକାରୀ ଦଳ ମୁତୟନ

ଝାଗ୍ରେବ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି କେନ୍ଦ୍ରୀୟ କ୍ରୋଏସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଛି। ଏଥିଯୋଗୁ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଛି। ଭୁଶୁଡ଼ି ପଡ଼ିଥିବା ଧ୍ୱଂସାବଶେଷ ତଳେ କେହି ଚାପି ହୋଇ ରହିଛନ୍ତି କି ନାହିଁ, ସେକଥା ଜଣାପଡ଼ି ନାହିଁ। କିନ୍ତୁ ପେଟ୍ରିଞ୍ଜା ସହରର ନିକଟବର୍ତ୍ତୀ ଅଞ୍ଚଳରେ ଝଟକା ଅନୁଭୂତ ହେବା ପରେ ଉଦ୍ଧାରକାରୀ ଦଳ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ […]

dd

dd

Hemant Lenka
  • Published: Tuesday, 29 December 2020
  • Updated: 29 December 2020, 06:52 PM IST

Sports

Latest News

ଝାଗ୍ରେବ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି କେନ୍ଦ୍ରୀୟ କ୍ରୋଏସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଛି। ଏଥିଯୋଗୁ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଛି। ଭୁଶୁଡ଼ି ପଡ଼ିଥିବା ଧ୍ୱଂସାବଶେଷ ତଳେ କେହି ଚାପି ହୋଇ ରହିଛନ୍ତି କି ନାହିଁ, ସେକଥା ଜଣାପଡ଼ି ନାହିଁ।

କିନ୍ତୁ ପେଟ୍ରିଞ୍ଜା ସହରର ନିକଟବର୍ତ୍ତୀ ଅଞ୍ଚଳରେ ଝଟକା ଅନୁଭୂତ ହେବା ପରେ ଉଦ୍ଧାରକାରୀ ଦଳ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ସମୟ ଦିନ ୧୧.୩୦ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

ରାଜଧାନୀ ଝାଗ୍ରେବ ଠାର ୫୦ କିମି ଦୂରରେ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ୫୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିଲେ ହେଁ ରାଜଧାନୀରେ ମଧ୍ୟ ଝଟକା ଅନୁଭୂତ ହୋଇଛି। ଘଟଣା ପରେ ଲୋକମାନେ ଘରକୁ ବାହାରି ଆସି ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ପେଟ୍ରିଞ୍ଜାର ମେୟର କହିଛନ୍ତି, ଘଟଣା ପରେ ଏକାଧିକ ଅଞ୍ଚଳରେ କ୍ଷୟକ୍ଷତି ଘଟିଛି। ଆମେ କାର୍‌ ମଧ୍ୟରୁ ଲୋକଙ୍କୁ ବାହାର କରିଛୁ। ହେଲେ ସେମାନେ ମୃତ କି ଜୀବିତ ସେକଥା ଜଣାପଡ଼ିନାହିଁ। ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି।

୨୦ ହଜାର ଘର ଥିବା ସହରର ଛବି ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ୁଛି ଯେ ଘରର ଛାତ ଗୁଡ଼ିକ ଭୁଶୁଡ଼ି ପଡ଼ିଛି। ରାସ୍ତା ଉପରେ ଇଟା ଖଣ୍ତ ଓ ଅନ୍ୟାନ୍ୟା ସାମଗ୍ରୀ ଛିନଛତ୍ର ହୋଇ ପଡ଼ି ରହିଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ।

ଗତକାଲି ପେଟ୍ରିଞ୍ଜାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାଦ୍ୱାରା ଅଳ୍ପ କ୍ଷୟକ୍ଷତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story