ମତ୍ସ୍ୟ ଉତ୍ପାଦନ ୨୨୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନାରେ ୨୦୨୪-୨୫ ସୁଦ୍ଧା ମାଛ ଉତ୍ପାଦନ ୨୨୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବାର୍ଷିକ ମାଛ ଉତ୍ପାଦନ ୧୩୭.୫୮ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ବାର୍ଷିକ ଅଭିବୃଦ୍ଧି ହାର ୯ପ୍ରତିଶତ ରହିଛି। କେନ୍ଦ୍ର ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ କହିଛନ୍ତି, ସରକାରଙ୍କ ମହାତ୍ଵାକାଂକ୍ଷୀ ଯୋଜନା ମାଧ୍ୟମରେ ଆସନ୍ତା ପାଞ୍ଚ ବର୍ଷରେ […]

fish1

fish1

Subhransu Sekhar
  • Published: Wednesday, 27 May 2020
  • Updated: 27 May 2020, 12:37 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନାରେ ୨୦୨୪-୨୫ ସୁଦ୍ଧା ମାଛ ଉତ୍ପାଦନ ୨୨୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବାର୍ଷିକ ମାଛ ଉତ୍ପାଦନ ୧୩୭.୫୮ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ବାର୍ଷିକ ଅଭିବୃଦ୍ଧି ହାର ୯ପ୍ରତିଶତ ରହିଛି।

କେନ୍ଦ୍ର ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ କହିଛନ୍ତି, ସରକାରଙ୍କ ମହାତ୍ଵାକାଂକ୍ଷୀ ଯୋଜନା ମାଧ୍ୟମରେ ଆସନ୍ତା ପାଞ୍ଚ ବର୍ଷରେ ରପ୍ତାନୀ ପରିମାଣ ଦ୍ଵିଗୁଣିତ କରି ଏହାକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ସହିତ ୫୫ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଥର ପାଇଁ ମାଛଧରା ଡଙ୍ଗା ପାଇଁ ବୀମା ବ୍ୟବସ୍ଥା କରାଯିବ।

https://twitter.com/pcsarangi/status/1265346064095129602

ପିଏମଏମଏସଓ୍ୱାଇ ଯୋଜନାକୁ ୨୦ ମେ, ୨୦୨୦ରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଏହି ଯୋଜନାରେ ୨୦,୦୫୦ କୋଟି ଟଙ୍କା ବ୍ୟୟ କରାଯିବ। ଏଥିରେ କେନ୍ଦ୍ର ସରକାର ୯,୪୦୭ କୋଟି, ରାଜ୍ୟ ସରକାର ୪,୮୮୦ କୋଟି ଏବଂ ହିତାଧିକାରୀ ୫,୭୬୩ କୋଟି ଟଙ୍କା ବିନିଯୋଗ କରିବେ। ପିଏମଏମଏସୱାଇ ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ସିଂ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାର ପାଖାପାଖି ୪୨ପ୍ରତିଶତ ନିବେଶ ମତ୍ସ୍ୟଚାଷ ଭିତ୍ତିଭୂମି ସୁବିଧା ସୃଷ୍ଟି ଓ ଉନ୍ନତିକରଣ କ୍ଷେତ୍ରରେ କରାଯିବ। ମାଛଧରା ବନ୍ଦର ଏବଂ ଲ୍ୟାଣ୍ଡିଂ ସେଣ୍ଟର, ମାଛ ଚାଷ ପରବର୍ତ୍ତୀ ଏବଂ ଶୀତଳ ଭଣ୍ଡାର ଭିତ୍ତିଭୂମି, ମାଛ ବଜାର ଏବଂ ବିପଣନ ଭିତ୍ତିଭୂମି, ସମନ୍ୱିତ ଆଧୁନିକ ଉପକୂଳ ମାଛଧରା ଗ୍ରାମ ଏବଂ ଗଭୀର ସମୁଦ୍ର ମାଛଧରା ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ଵ ଦିଆଯିବ।

ବିଶ୍ୱରେ ମତ୍ସ୍ୟ ଉତ୍ପାଦନରେ ଭାରତର ଯୋଗଦାନ ୭.୭୩% ରହିଛି। ଏଥିରୁ ବାର୍ଷିକ (୨୦୧୮-୧୯) ୪୬,୫୮୯ କୋଟି ଟଙ୍କା ଆୟ ହୋଇଛି। ସମଗ୍ର ବିଶ୍ଵରେ ଜଳ କୃଷି କ୍ଷେତ୍ରରେ ଭାରତ ବିଶ୍ଵରେ ଦ୍ଵିତୀୟ ଏବଂ ମାଛ ରପ୍ତାନି କ୍ଷେତ୍ରରେ ଚତୁର୍ଥ ବୃହତମ ଦେଶର ମାନ୍ୟତା ପାଇପାରିଛି। ଦେଶ ନିକଟରେ ସର୍ବାଧିକ ମାଛ ଉତ୍ପାଦନ ଓ ରପ୍ତାନିକାରୀ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୀବ କୁମା ବାଲ୍ୟାଁ ଓ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ମତ୍ସ୍ୟ ବିଭାଗ ସଚିବ ଡ. ରାଜୀବ ରଞ୍ଜନ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story