ଯଦି ଗିରଫ କରିବେନି ବୋଲି କହିବେ, ତା'ହେଲେ ଯାଇ ଫେରିବି: ଜାକିର

ନୂଆଦିଲ୍ଲୀ:ଧର୍ମ ଆଧାରରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ପାଇଁ ବିବାଦୀୟ ମୁସଲିମ୍‌ ଧର୍ମ ପ୍ରଚାରକ ଜାକିର ନାଏକ କହିଛନ୍ତି ସେ ଭାରତ ଫେରିବାକୁ ଚାହୁଛନ୍ତି। କିନ୍ତୁ ସେ ସର୍ତ୍ତ ରଖିଛନ୍ତି, ସୁପ୍ରିମ୍‌କୋର୍ଟ ଯଦି ନିଶ୍ଚିତ କରିବେ ଯେ ସେ ଦୋଷୀ ସାବ୍ୟସ୍ତ ନହେବାଯାଏ ତାଙ୍କୁ ଗିରଫ କରାଯିବ ନାହିଁ, ତେବେ ଯାଇ ସେ ଭାରତ ଫେରିବେ। ୨୦୧୬ ମସିହାରେ ଭାରତରୁ ଚାଲି ଯାଇଥିବା ଜାକିର ବର୍ତ୍ତମାନ ମ୍ୟାଲେସିଆରେ ରହୁଛନ୍ତି। ତାଙ୍କୁ ସେଠାରେ ସ୍ଥାୟୀ ନାଗରିକତ୍ୱ ମିଳିସାରିଛି। ସେ କହିଛନ୍ତି […]

Jakir

Jakir

Subrat Kumar Nayak
  • Published: Thursday, 09 May 2019
  • Updated: 09 May 2019, 09:34 PM IST

Sports

Latest News

ନୂଆଦିଲ୍ଲୀ:ଧର୍ମ ଆଧାରରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ପାଇଁ ବିବାଦୀୟ ମୁସଲିମ୍‌ ଧର୍ମ ପ୍ରଚାରକ ଜାକିର ନାଏକ କହିଛନ୍ତି ସେ ଭାରତ ଫେରିବାକୁ ଚାହୁଛନ୍ତି। କିନ୍ତୁ ସେ ସର୍ତ୍ତ ରଖିଛନ୍ତି, ସୁପ୍ରିମ୍‌କୋର୍ଟ ଯଦି ନିଶ୍ଚିତ କରିବେ ଯେ ସେ ଦୋଷୀ ସାବ୍ୟସ୍ତ ନହେବାଯାଏ ତାଙ୍କୁ ଗିରଫ କରାଯିବ ନାହିଁ, ତେବେ ଯାଇ ସେ ଭାରତ ଫେରିବେ। ୨୦୧୬ ମସିହାରେ ଭାରତରୁ ଚାଲି ଯାଇଥିବା ଜାକିର ବର୍ତ୍ତମାନ ମ୍ୟାଲେସିଆରେ ରହୁଛନ୍ତି। ତାଙ୍କୁ ସେଠାରେ ସ୍ଥାୟୀ ନାଗରିକତ୍ୱ ମିଳିସାରିଛି।

ସେ କହିଛନ୍ତି ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ଅଛି। କିନ୍ତୁ ଏହା ପୂର୍ବରୁ ଆହୁରି ଭଲ ଥିଲା। ସେ କହିଛନ୍ତି, ବିଜେପି ସରକାରକୁ ଆସିବା ପୂର୍ବରୁ ସରକାରଙ୍କ ବିରୋଧରେ କହିଲେ ୮୦ ପ୍ରତିଶତ କ୍ଷେତ୍ରରେ ନ୍ୟାୟ ମିଳୁଥିଲା। ଏହା ଏବେ ୧୦ରୁ ୨୦ ପ୍ରତିଶତକୁ ଖସିଆସିଛି।

ସେ କହିଛନ୍ତି, "ପୂର୍ବରୁ ୯୦ ପ୍ରତିଶତ ମୁସଲିମ୍‌ମାନଙ୍କ ନାମରେ ଆତଙ୍କବାଦ ଅଭିଯୋଗ ଆସିବା ପରେ ୧୦ରୁ ୧୫ ବର୍ଷ ଯାଏ ଜେଲ୍‌ଦଣ୍ଡ ହେଉଥିଲା। ମୁଁ ଯଦି ହିସାବ କରିବି ୧୦ ବର୍ଷ ଜେଲ ନିଶ୍ଚୟ ହେବ। ମୁଁ ଏତେ ବୋକା କାହିଁକି ହେବି। ଯଦି ଭାରତର ସୁପ୍ରିମ୍‌କୋର୍ଟ ନିଶ୍ଚିତ କରନ୍ତି ଯେ ଜାକିର ନାଏକ ଆସିଲେ ସେ ଦୋଷୀ ସାବ୍ୟସ୍ତ ନହେବାଯାଏ ଗିରଫ ହେବନି, ତା' ହେଲେ ଯାଇ ଆସିବି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story