କୋଭିଡରେ ଆକ୍ରାନ୍ତ ଗର୍ଭବତୀ ଗୁରୁତର ହୋଇପାରନ୍ତି: ରିପୋର୍ଟ

କୋଭିଡ୍ ପାଇଁ ଗର୍ଭବତୀ ମହିଳାଙ୍କ ପ୍ରତି ବିପଦ ରହିଛି: ସିଡିସି ମାର୍ଚ୍ଚ ୧ ରୁ ଅଗଷ୍ଟ ୨୨ ମଧ୍ୟରେ ୬୦୦ ଗର୍ଭବତୀଙ୍କୁ ନେଇ ଗବେଷଣା ହୋଇଛି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୬% ଆଇସିୟୁରେ, ୮% ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ ମୃତ୍ୟୁ ହାର ବହୁତ୍ କମ୍ ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ଗର୍ଭବତୀଙ୍କ ପାଖରୁ ନବଜାତ ଶିଶୁଙ୍କୁ କରୋନା ସଂକ୍ରମିତ ହେବାର ସମ୍ଭାବନା କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏଭଳି କହିଥିଲା। କିନ୍ତୁ ଗର୍ଭବତୀଙ୍କୁ ‘ହାଇ-ରିସ୍କ’ ବର୍ଗରେ […]

Pregnant, hospitalized women with COVID-19 (1)

Subhransu Sekhar
  • Published: Thursday, 17 September 2020
  • Updated: 23 September 2020, 07:45 PM IST

Sports

Latest News

  • କୋଭିଡ୍ ପାଇଁ ଗର୍ଭବତୀ ମହିଳାଙ୍କ ପ୍ରତି ବିପଦ ରହିଛି: ସିଡିସି
  • ମାର୍ଚ୍ଚ ୧ ରୁ ଅଗଷ୍ଟ ୨୨ ମଧ୍ୟରେ ୬୦୦ ଗର୍ଭବତୀଙ୍କୁ ନେଇ ଗବେଷଣା ହୋଇଛି
  • ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୬% ଆଇସିୟୁରେ, ୮% ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ
  • ମୃତ୍ୟୁ ହାର ବହୁତ୍ କମ୍

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ଗର୍ଭବତୀଙ୍କ ପାଖରୁ ନବଜାତ ଶିଶୁଙ୍କୁ କରୋନା ସଂକ୍ରମିତ ହେବାର ସମ୍ଭାବନା କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏଭଳି କହିଥିଲା। କିନ୍ତୁ ଗର୍ଭବତୀଙ୍କୁ 'ହାଇ-ରିସ୍କ' ବର୍ଗରେ ରଖିବାକୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା।  ଏହି ସମୟରେ, ଗର୍ଭାବସ୍ଥାରେ ଜଟିଳତା ଏବଂ ଜନ୍ମିତ ଶିଶୁ ପାଇଁ ବିପଦ ହୋଇପାରେ ବୋଲି କହିଥିଲା WHO।

ତେବେ ଆମେରିକାର ସେଣ୍ଟର ଫର୍ ଡିଜିଜ୍ ଏବଂ କଣ୍ଟ୍ରୋଲ ଏବଂ ପ୍ରିଭେନସନ (Centers for Disease Control and Prevention) ଏହାକୁ ନେଇ ନୂଆ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କୁହାଯାଇଛି ଯେ କୋଭିଡ୍-୧୯ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳାମାନେ ଗୁରୁତର ରୋଗର ଶିକାର ହେବାର ଆଶଙ୍କା ରହିଛି। ଏମିତିକି କୋଭିଡ୍ ପାଇଁ ଗର୍ଭପାତ ସମୟରେ ଅନେକ ଅଡ଼ୁଆ ହୋଇପାରେ।

ସିଡିସି ଦ୍ୱାରା ଗବେଷଣା ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ମାର୍ଚ୍ଚ ୧ ରୁ ଅଗଷ୍ଟ ୨୨ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୬୦୦ ଜଣଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ନଥିଲା। ସେପ୍ଟେମ୍ବର ୧୬ରେ ପ୍ରକାଶିତ ସିଡିସିର ମର୍ବିଡିଟି ଏବଂ ମୃତ୍ୟୁହାର ସାପ୍ତାହିକ ରିପୋର୍ଟକୁ ଉଦ୍ଧୃତ କରି ସିଡିସି ଏହା କହିଛି।

ହେଲେ ୬୦୦ ଜଣଙ୍କ ମଧ୍ୟରୁ ୨୭୨ ମହିଳା ସଂକ୍ରମିତ ହୋଇଥିଲେ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୬% ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ୮% ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ ଏବଂ ଦୁଇ ଜଣ ମହିଳା କୋଭିଡରେ ପ୍ରାଣ ହରାଇଥିଲେ। ତେବେ ଯେଉଁମାନଙ୍କ ପାଖରେ କୌଣସି ଲକ୍ଷଣ କିମ୍ୱା ଆଇସିୟୁ, ଭେଣ୍ଟିଲେଟରର ସହଯୋଗ ଲୋଡ଼ିନଥିଲେ ସେମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ହୋଇନଥିଲା।

ଏହି ୬୦୦ ଜଣଙ୍କ ମଧ୍ୟରୁ ୩୨୪ ମହିଳା ପ୍ରସବ କିମ୍ବା ପ୍ରସବ ଜନିତ ପୀଡ଼ା ଦର୍ଶାଇ ଭର୍ତ୍ତି ହୋଇଥିଲେ। ଏହାବାଦ୍ ୧୯ପ୍ରତିଶତ କୋଭିଡ୍-୧୯ ସମ୍ବନ୍ଧୀୟ ରୋଗ କିମ୍ବା ଲକ୍ଷଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ହୋଇଥିବା ଏହି ସର୍ଭେରେ ପ୍ରଥମ ତିନି ମାସ ହସ୍ପିଟାଲରେ ଭର୍ତ୍ତି ହେବାର କାରଣ କୋଭିଡ୍୧୯ ଥିଲା ବୋଲି ଜଣାପଡ଼ିଛି। ହେଲେ ତିନି ମାସ ପରେ ଅଧିକାଂଶ ପ୍ରସବ ଜନିତ କାରଣରୁ ଭର୍ତ୍ତି ହୋଇଥିଲେ। ତେବେ ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ ୨୧ ପ୍ରତିଶତଙ୍କ ପାଖରେ ଆଜମା କିମ୍ବା ଉଚ୍ଚ ରକ୍ତଚାପ ଥିଲା।

ରିପୋର୍ଟରେ ଦର୍ଶାଯାଇଛି ଯେ ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ୯୭.୮ ପ୍ରତିଶତ ମହିଳାଙ୍କ ପ୍ରସବ ବେଳେ କୌଣସି ଅସୁବିଧା ନଥିଲା। ହେଲେ ୨.୨ ପ୍ରତିଶତ ପ୍ରସବ ଜନିତ ସମସ୍ୟାରେ ପଡ଼ିଥିଲେ। ଏହି ୨.୨ ପ୍ରତିଶତରେ ଉଭୟ କରୋନା ଲକ୍ଷଣ ଏବଂ ଲକ୍ଷଣନଥିବା ଗର୍ଭବତୀ ରହିଛନ୍ତି।

୯୭.୮ ପ୍ରତିଶତଙ୍କ ମଧ୍ୟରୁ ୮୭.୪ ପ୍ରତିଶତ ଶିଶୁଙ୍କର ଜନ୍ମ ସ୍ୱାଭାବିକ ରହିଥିଲା। ସେହିପରି ୧୩ ପ୍ରତିଶତ ଆଗୁଆ ଜନ୍ମ ହୋଇଥିଲେ ବୋଲି ଜଣାପଡ଼ିଛି। ଏହି ୧୩ ପ୍ରତିଶତଙ୍କ ମଧ୍ୟରେ ଥିବା ଲକ୍ଷଣ ଥିବା ପ୍ରସୂତିଙ୍କର ଗର୍ଭପାତ କରାଇବା ୨୩ ପ୍ରତିଶତ ଅଧିକ ରିସ୍କ ରହିଥିଲା ଏବଂ ଲକ୍ଷଣ ନଥିବା ଲୋକଙ୍କ ପାଖରେ ୮ ପ୍ରତିଶତ ରିସ୍କ ଥିଲା ବୋଲି ଜଣାପଡ଼ିଛି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଗର୍ଭବତୀ ମହିଳାଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ। ସିଡିସିର ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ଯିଏ ୧୫ ମିନିଟରୁ ଅଧିକ ସମୟ ଧରି କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ସହିତ ସମ୍ପର୍କରେ ନାହାନ୍ତି ଯଦି ସେମାନଙ୍କର ଲକ୍ଷଣ ନଥାଏ ତେବେ ପରୀକ୍ଷା କରିବା ଆବଶ୍ୟକ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story