ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି। ସମଗ୍ର ଦେଶରେ ଏହି ଆଲୋକର ପର୍ବକୁ ଧୁମଧାମରେ ପାଳନ କରାଯାଉଛି। କରୋନା ଭାଇରସ ସଂକ୍ରମଣ ଭୟରେ ଲୋକମାନେ ନିଜ ନିଜ ପରିବାର ସହିତ ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଅବସରରେ ଶନିବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏବଂ ଅନ୍ୟାନ୍ୟ ନେତାମାନେ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦୀପାବଳି ସ୍ୱଚ୍ଛତାର ପର୍ବ। […]

modi

modi

Subhransu Sekhar
  • Published: Saturday, 14 November 2020
  • Updated: 14 November 2020, 08:39 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି। ସମଗ୍ର ଦେଶରେ ଏହି ଆଲୋକର ପର୍ବକୁ ଧୁମଧାମରେ ପାଳନ କରାଯାଉଛି। କରୋନା ଭାଇରସ ସଂକ୍ରମଣ ଭୟରେ ଲୋକମାନେ ନିଜ ନିଜ ପରିବାର ସହିତ ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଅବସରରେ ଶନିବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏବଂ ଅନ୍ୟାନ୍ୟ ନେତାମାନେ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦୀପାବଳି ସ୍ୱଚ୍ଛତାର ପର୍ବ। ତେଣୁ ପ୍ରଦୂଷଣମୁକ୍ତ, ପରିବେଶ ଅନୁକୂଳ ତଥା ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବା ଦରକାର। ଗୋଟିଏ ଗୋଟିଏ ଦୀପ ଜାଳି ଆମେ ଆଶା ଏବଂ ସମୃଦ୍ଧିର ପ୍ରଦୀପ ହୋଇ ସମାଜର ଗରିବ, ଦରିଦ୍ର ଏବଂ ଅଭାବୀ ଲୋକଙ୍କ ଜୀବନରେ ଖୁସି ବାଣ୍ଟିବା।

https://twitter.com/rashtrapatibhvn/status/1327429241634390016

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା। ସମସ୍ତେ ସମୃଦ୍ଧ ଏବଂ ସୁସ୍ଥ ରୁହନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/narendramodi/status/1327415543616348165

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story