ଜମ୍ମୁକଶ୍ମୀରରେ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ଜୁଲାଇ ୩ରୁ ଆରମ୍ଭ କରି ଆଉ ୬ ମାସ ବୃଦ୍ଧି କରାଯାଇଛି। ଜମ୍ମୁକଶ୍ମୀରରେ ବର୍ତ୍ତମାନ ରହିଥିବା ସ୍ଥିତି ବାବଦରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଧାରା ୩୫୬ (୪) ଅଧୀନରେ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ରେ ଏହାକୁ ଅନୁମୋଦନ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି କେନ୍ଦ୍ରୀୟ ଶାସନ ଅବଧିକୁ […]

prakash

prakash

Subrat Kumar Nayak
  • Published: Wednesday, 12 June 2019
  • Updated: 12 June 2019, 09:23 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ଜୁଲାଇ ୩ରୁ ଆରମ୍ଭ କରି ଆଉ ୬ ମାସ ବୃଦ୍ଧି କରାଯାଇଛି। ଜମ୍ମୁକଶ୍ମୀରରେ ବର୍ତ୍ତମାନ ରହିଥିବା ସ୍ଥିତି ବାବଦରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଧାରା ୩୫୬ (୪) ଅଧୀନରେ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ରେ ଏହାକୁ ଅନୁମୋଦନ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି କେନ୍ଦ୍ରୀୟ ଶାସନ ଅବଧିକୁ ବୃଦ୍ଧି କରାଯାଇଛି, ଯାହାକି ଜମ୍ମୁ କଶ୍ମୀରରେ ୨୦୧୮ ମସିହା ଜୁନ୍‌ ୧୮ରୁ ଲାଗୁ ହୋଇଛି। ଆଜି ମନ୍ତ୍ରୀ ଜାଭଡେକରଙ୍କୁ ଗଣମାଧ୍ୟମ ପକ୍ଷରୁ ପଚରାଯାଇଥିଲା ଯେ କେନ୍ଦ୍ର ସରକାର ଏହି ଅବଧି ବାବଦରେ କ’ଣ ନିଷ୍ପତ୍ତି ନେଇଛନ୍ତି। ସେ ଉତ୍ତରରେ କହିଥିଲେ, ହଁ ସେଥିନେଇ ନିଷ୍ପତ୍ତି ହୋଇସାରିଛି।

ବର୍ତ୍ତମାନ ରାଜ୍ୟରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ୨ ଜୁଲାଇ ୨୦୧୯ରେ ସରୁଛି। ସଂସଦର ଆଗାମୀ ଅଧିବେଶନରେ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ ସଂସଦର ଭୟ ଗୃହରେ ସଂକଳ୍ପ ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୋହର ମାରିବେ। ଏହା ଜୁନ୍‌ ୨୦ଠାରୁ ନୂତନ ଭାବରେ ଲାଗୁ ହେବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story