ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଓଡ଼ିଆରେ ଟ୍ୱିଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ତା’ସହିତ ସେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ ମଧ୍ୟ କରିବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି  ଭବନ ପକ୍ଷରୁ ଆଜି ଓଡ଼ିଆରେ ଟ୍ୱିଟ୍ କରାଯାଇଛି। ଏଥିରେ ଲେଖାହୋଇଛି- ୧୭ ଓ ୧୮ରେ ଓଡ଼ିଶା ଗସ୍ତରେ ଯିବେ ରାଷ୍ଟ୍ରପତି କୋବିନ୍ଦ। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା […]

ramnathkovind

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 07:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ତା’ସହିତ ସେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ ମଧ୍ୟ କରିବେ।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି  ଭବନ ପକ୍ଷରୁ ଆଜି ଓଡ଼ିଆରେ ଟ୍ୱିଟ୍ କରାଯାଇଛି। ଏଥିରେ ଲେଖାହୋଇଛି- ୧୭ ଓ ୧୮ରେ ଓଡ଼ିଶା ଗସ୍ତରେ ଯିବେ ରାଷ୍ଟ୍ରପତି କୋବିନ୍ଦ। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

Related story