ଖସିଲା ସୁନା-ରୁପା ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଗହଣା ପ୍ରେମୀଙ୍କୁ ଖୁସି କଲା ଭଳି ଖବର। ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୬୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହାର ସଦ୍ୟତମ ମୂଲ୍ୟ ୩୩,୦୭୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଏବଂ ଘରୋଇ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ହେତୁ ଦର ଦାମ୍ ହ୍ରାସ ପାଇଛି। ସୁନାଦର ହ୍ରାସ ହେବା ସହିତ ରୁପାର କେଜି ପ୍ରତି ଦର ମଧ୍ୟ ୫୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ […]

gold

gold

Subrat Kumar Nayak
  • Published: Thursday, 07 March 2019
  • Updated: 07 March 2019, 06:28 PM IST

Sports

Latest News

ନୂଆଦିଲ୍ଲୀ: ଗହଣା ପ୍ରେମୀଙ୍କୁ ଖୁସି କଲା ଭଳି ଖବର। ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୬୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହାର ସଦ୍ୟତମ ମୂଲ୍ୟ ୩୩,୦୭୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଏବଂ ଘରୋଇ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ହେତୁ ଦର ଦାମ୍ ହ୍ରାସ ପାଇଛି।

ସୁନାଦର ହ୍ରାସ ହେବା ସହିତ ରୁପାର କେଜି ପ୍ରତି ଦର ମଧ୍ୟ ୫୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହା ୩୮,୯୮୦ ଟଙ୍କାକୁ ଖସି ଆସିଛି।

ସୂଚନା ଅନୁସାରେ, ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୩୩,୦୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୩୨,୯୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story