ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ପ୍ରିୟଙ୍କା ଗାନ୍ଧୀ ଲିଙ୍କ୍, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିରେ ଥିବା ୟେସ୍ ବ୍ୟାଙ୍କକୁ ନେଇ ମୋଦୀ ସରକାରକୁ ଘେରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏହାରି ଭିତରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଲିଙ୍କ୍ ନେଇ କଂଗ୍ରେସ ଏବେ ସଫେଇ ଦେବାକୁ ଚେଷ୍ଟା କରିଛି। କାରଣ ରାଣା କପୁର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ଏକ ପେଣ୍ଟିଂ କିଣିଥିଲେ। ଯାହାର ଦାମ୍ ଥିଲା ୨ କୋଟି। ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୟେସ୍ ବ୍ୟାଙ୍କ କାର୍ଯ୍ୟାଳୟ, ଦିଲ୍ଲୀ ଓ […]

yes bank founder priyanaka (1)

yes bank founder priyanaka (1)

Subhransu Sekhar
  • Published: Sunday, 08 March 2020
  • Updated: 08 March 2020, 02:06 PM IST

Sports

Latest News

ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିରେ ଥିବା ୟେସ୍ ବ୍ୟାଙ୍କକୁ ନେଇ ମୋଦୀ ସରକାରକୁ ଘେରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏହାରି ଭିତରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଲିଙ୍କ୍ ନେଇ କଂଗ୍ରେସ ଏବେ ସଫେଇ ଦେବାକୁ ଚେଷ୍ଟା କରିଛି। କାରଣ ରାଣା କପୁର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ଏକ ପେଣ୍ଟିଂ କିଣିଥିଲେ। ଯାହାର ଦାମ୍ ଥିଲା ୨ କୋଟି।

ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୟେସ୍ ବ୍ୟାଙ୍କ କାର୍ଯ୍ୟାଳୟ, ଦିଲ୍ଲୀ ଓ ମୁମ୍ୱାଇ ଅଫିସରେ ରେଡ୍ କରିବା ପରେ ଆଜି ସକାଳ ୩ଟାରେ ରାଣା କପୁରଙ୍କୁ ଗିରଫ୍ କରିଛି। ଶୁକ୍ରବାର ରାଣା କପୁର ଏବଂ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଫଟୋ ଦେଖାଇ କଂଗ୍ରେସକୁ ଘେରିଥିଲା ବିଜେପି। କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କ ପେଣ୍ଟିଂ କିଣିବା କଥା ସ୍ୱୀକାର କରିଛି। ହେଲେ ଦୁଇ ଜଣଙ୍କ ମଧ୍ୟରେ କୌଣସି ଲିଙ୍କ୍ ନାହିଁ ବୋଲି କଂଗ୍ରେସ ସଫେଇ ଦେଇଛି।

ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ୟୁପିଏ ସରକାର ବେଳେ ରାଣା କପୁର ପ୍ରିୟଙ୍କା ଗାନ୍ଧୀଙ୍କର ଏକ ପେଣ୍ଟିଂ କିଣିଥିଲେ। ଏବେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ରାଣା କପୁର କେଉଁ ଉଦ୍ଦେଶ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ କିଣିଥିଲେ ତାହା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story