ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ। ତାଙ୍କ ଜନ୍ମ ଦିନକୁ ‘ମୌଲିଦ-ଉନ୍‌-ନବୀ’ କୁହାଯାଏ। ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି,“ମହାପୁରୁଷ ମହମ୍ମଦଙ୍କ ବାର୍ତ୍ତା ସମସ୍ତଙ୍କୁ ସହିଷ୍ଣୁ ଓ ବିଶ୍ୱ ଭାତୃତ୍ୱ ଦିଗରେ କାର୍ଯ୍ୟ କରିବାକୁ ପ୍ରେରିତ କରେ। ସମସ୍ତେ ଏହି ମହାପୁରୁଷଙ୍କ ଜୀବନାଦର୍ଶକୁ ମନେ ପକାଇବା ଉଚିତ୍ ଓ ନିଜକୁ ମାନବ ସେବାରେ ନିୟୋଜିତ କରିବା […]

eee

eee

Rakesh Mallick
  • Published: Monday, 12 December 2016
  • Updated: 12 December 2016, 09:42 AM IST

Sports

Latest News

ନୂଆଦିଲ୍ଲୀ: ଆଜି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ। ତାଙ୍କ ଜନ୍ମ ଦିନକୁ ‘ମୌଲିଦ-ଉନ୍‌-ନବୀ’ କୁହାଯାଏ। ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି,“ମହାପୁରୁଷ ମହମ୍ମଦଙ୍କ ବାର୍ତ୍ତା ସମସ୍ତଙ୍କୁ ସହିଷ୍ଣୁ ଓ ବିଶ୍ୱ ଭାତୃତ୍ୱ ଦିଗରେ କାର୍ଯ୍ୟ କରିବାକୁ ପ୍ରେରିତ କରେ। ସମସ୍ତେ ଏହି ମହାପୁରୁଷଙ୍କ ଜୀବନାଦର୍ଶକୁ ମନେ ପକାଇବା ଉଚିତ୍ ଓ ନିଜକୁ ମାନବ ସେବାରେ ନିୟୋଜିତ କରିବା ଉଚିତ୍।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି,“ଏହି ଅବସରରେ ଆମ ସମାଜର ଭାଇଚାରା ଓ ଏକତା ଆହୁରି ଦୃଢ଼ ହେବ। ସମାଜରେ ସବୁବେଳେ ଶାନ୍ତି ଓ ସମୃଦ୍ଧି ବଜାୟ ରହିବ।”

ମହାପୁରୁଷ ମହମ୍ମଦଙ୍କ ବାର୍ତ୍ତା ଏକ ଶାନ୍ତିପୂର୍ଣ୍ଣ ଓ ବିଦ୍ୱେଷାମୁକ୍ତ ସମାଜ ଗଠନ କରିବାରେ ମାର୍ଗଦର୍ଶକ ହୋଇ ରହିବ ବୋଲି ଉପରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story