‘ମୁଁ ମୁସଲିମ୍ ବୋଲି କ'ଣ ସଂସ୍କୃତ ପଢ଼ାଇ ପାରିବିନି!’

ବନାରସ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଜଣେ ମୁସଲିମ୍ ପ୍ରଫେସର ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରି ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ନଭେମ୍ୱର ୭ରୁ ଏଯାଏ ଆନ୍ଦୋଳନ ଚାଲିଛି। ଏମିତିକି ପ୍ରଫେସରଙ୍କ ନିଯୁକ୍ତି ବିଏଚୟୁର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ପ୍ରତି ଅସମ୍ମାନ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହାପରେ ମୁହଁ ଖୋଲିଛନ୍ତି ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ଫିରୋଜ ଖାନ୍। ରାଜସ୍ଥାନର ଏହି ସଂସ୍କୃତ ପ୍ରଫେସର କହିଛନ୍ତି, ‘ମୁଁ ମୁସଲିମ୍ କିନ୍ତୁ […]

prof firoz khan

prof firoz khan

Subhransu Sekhar
  • Published: Monday, 18 November 2019
  • Updated: 18 November 2019, 05:02 PM IST

Sports

Latest News

ବନାରସ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଜଣେ ମୁସଲିମ୍ ପ୍ରଫେସର ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରି ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ନଭେମ୍ୱର ୭ରୁ ଏଯାଏ ଆନ୍ଦୋଳନ ଚାଲିଛି। ଏମିତିକି ପ୍ରଫେସରଙ୍କ ନିଯୁକ୍ତି ବିଏଚୟୁର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ପ୍ରତି ଅସମ୍ମାନ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହାପରେ ମୁହଁ ଖୋଲିଛନ୍ତି ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ଫିରୋଜ ଖାନ୍।

ରାଜସ୍ଥାନର ଏହି ସଂସ୍କୃତ ପ୍ରଫେସର କହିଛନ୍ତି, ‘ମୁଁ ମୁସଲିମ୍ କିନ୍ତୁ ସଂସ୍କୃତ ପଢ଼ାଇବାରେ ମୋର କୌଣସି ଆପତ୍ତି ନାହିଁ। ମୋର ଜେଜେ ବାପା ଗଫୁର ଖାନ୍ ମଧ୍ୟ ମୁସଲିମ୍‌ ଥିଲେ। ହେଲେ ସେ ହିନ୍ଦୁଙ୍କ ସାଂସ୍କୃତିକ ସମାରୋହରେ ଭଜନ ଗାଉଥିଲେ। ମୋର ବାପା ରମଜାନ ଖାନ୍ ମଧ୍ୟ ଏହି ପ୍ରଥା ଆପଣାଇଥିଲେ। ତେଣୁ ସେ ମଧ୍ୟ ସଂସ୍କୃତରେ ପ୍ରବଚନ ଦେଉଥିଲେ। ହେଲେ ବିଏଚୟୁରେ ସଂସ୍କୃତ ବିଭାଗର ଛାତ୍ରମାନେ ମୋର ମୁସଲିମ୍ ଧର୍ମକୁ ଦେଖି ପାଠ ପଢ଼ିବେ ନାହିଁ ବୋଲି ନଭେମ୍ୱର ୭ରୁ ଜିଦରେ ଅଡ଼ି ବସିଛନ୍ତି। ଏହା କେବେ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ନଥିଲା'।

ସୂଚନାଯୋଗ୍ୟ, ଏବେ ଫିରୋଜଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ସଂସ୍କୃତ ବିଭାଗର ଛାତ୍ରମାନେ ଆପତ୍ତି ଉଠାଇଛନ୍ତି। ବେଆଇନ ଭାବରେ ତାଙ୍କର ନିଯୁକ୍ତି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଫିରୋଜ ଖାନଙ୍କର ବଦଳି ଅନ୍ୟତ୍ର ହେଉ ବୋଲି ଛାତ୍ରଛାତ୍ରୀ କୁଳପତି ରାକେଶ ଭଟ୍ଟନଗରଙ୍କୁ ଭେଟି କହିଛନ୍ତି। ଏହାପରେ ବିଏଚୟୁ ପ୍ରଶାସନିକ ବିଭାଗ ସ୍ପଷ୍ଟ କରିଛି, ବିଏଚୟୁ ନିୟମ ଏବଂ ୟୁଜିସିର ନିୟମ ଅନୁଯାୟୀ ଫିରୋଜ ଖାନଙ୍କୁ ନିଯୁକ୍ତି ମିଳିଛି। ବିଏଚୟୁ ନିୟମ ଉପରେ ପ୍ରଶ୍ନ ଉଠାଇଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି ରାକେଶ ଭଟ୍ଟନଗର କହିଛନ୍ତି। 'ଜଣେ ମେଧାବୀର କୌଣସି ଧର୍ମ ନଥାଏ' ବୋଲି ସେ କହିଛନ୍ତି।

ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ପଦବୀ ପାଇଁ ୧୦ ଜଣ ଆବେଦନ କରିଥିଲେ। ସମସ୍ତେ ୦-୨ ମଧ୍ୟରେ ମାର୍କ ରଖିଥିବା ବେଳେ ଫିରୋଜ ୧୦ରୁ ୧୦ ରଖିଥିଲେ। ଛୋଟ ବେଳେ ତାଙ୍କ ପାଠ ପଢ଼ା ଜାତୀୟ ସଂସ୍କୃତ ସଂସ୍ଥାନରୁ ଆରମ୍ଭ ହୋଇଥିଲା। ହେଲେ ସେଠି କେବେ ଏଭଳି ବିରୋଧାଭାସ ଦେଖିନଥିଲେ ବୋଲି ଫିରୋଜ କହିଛନ୍ତି।

ସୂଚନାଯୋଗ୍ୟ, ଫିରୋଜ ସଂସ୍କୃତରେ ଜଣେ ମେଧାବୀ ଛାତ୍ର। ଚଳିତବର୍ଷ ସେ ପଦ୍ମ ଉପାଧିରେ ସମ୍ମାନୀତ ହୋଇଥିଲେ। ଗାୟତ୍ରୀ ମନ୍ତ୍ର ଏବଂ ସୁରହ ଫତିହା ମଧ୍ୟରେ ଗବେଷଣା କରି ସେ ଡକ୍ଟରେଟ ପାଇଛନ୍ତି। ସେହିପରି ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଖରୁ ଫିରୋଜ ‘ଯୁବ ସମ୍ମାନ’ରେ ସମ୍ମାନୀତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story