ଇଦ୍‌ ପ୍ରାର୍ଥନା ପରେ ସୁରକ୍ଷାକର୍ମୀଙ୍କୁ ପଥର ମାଡ଼, ଉଡ଼ିଲା ପାକ୍‌ ଓ ଆଇଏସ୍‌ ପତାକା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଇଦ୍‌ ପାଳନ ଚାଲିଥିବା ବେଳେ ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ୍‌ ପ୍ରାର୍ଥନା ପରେ ଲୋକମାନେ ଜାମିଆ ମସଜିଦ୍ ନିକଟରେ ସୁରକ୍ଷାକର୍ମୀଙ୍କୁ ଟେକା ପଥର ମାଡ଼ କରିଛନ୍ତି। ଏଥିସହ ସେମାନେ ପାକିସ୍ତାନ ଓ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସର ପତକା ମଧ୍ୟ ଉଡ଼ାଇଛନ୍ତି। ଏହାକୁ ନେଇ ସୁରକ୍ଷାକର୍ମୀ ଏବଂ ପଥର ଫିଙ୍ଗାଳିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ଆତଙ୍କବାଦୀ ଜାକିର ମୁସା ଏବଂ ଜୈଶ ମୁଖ୍ୟ ମାସୁଦ ଆଝାର […]

sa

sa

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 12:59 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଇଦ୍‌ ପାଳନ ଚାଲିଥିବା ବେଳେ ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ୍‌ ପ୍ରାର୍ଥନା ପରେ ଲୋକମାନେ ଜାମିଆ ମସଜିଦ୍ ନିକଟରେ ସୁରକ୍ଷାକର୍ମୀଙ୍କୁ ଟେକା ପଥର ମାଡ଼ କରିଛନ୍ତି। ଏଥିସହ ସେମାନେ ପାକିସ୍ତାନ ଓ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସର ପତକା ମଧ୍ୟ ଉଡ଼ାଇଛନ୍ତି। ଏହାକୁ ନେଇ ସୁରକ୍ଷାକର୍ମୀ ଏବଂ ପଥର ଫିଙ୍ଗାଳିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ଆତଙ୍କବାଦୀ ଜାକିର ମୁସା ଏବଂ ଜୈଶ ମୁଖ୍ୟ ମାସୁଦ ଆଝାର ଫଟୋ ଧରି ସେମାନଙ୍କ ସପକ୍ଷରେ ନାରା ବାଜି ମଧ୍ୟ କରିଛନ୍ତି।

ଆଜି ସକାଳେ ଇଦ୍‌ ପାଇଁ ଐତିହାସିକ ଜାମିଆ ମସଜିଦ୍‌ରେ ମୁସଲମାନ ସଂପ୍ରଦାୟର ଲୋକମାନେ ସମୂହ ନମାଜ ପାଠ କରିଥିଲେ। ଏହି ପ୍ରାର୍ଥନା ସରିବା କ୍ଷଣି ୩୦ରୁ ୪୦ ଜଣ ଯୁବକ ଏକାଠି ହୋଇ ମସଜିଦ୍‌ ବାହାରେ ଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଟେକା ପଥର ମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ମଧ୍ୟ ସେମାନଙ୍କୁ ଘୋଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ସୁରକ୍ଷାକର୍ମୀ ଏବଂ ପଥର ଫିଙ୍ଗାଳି ମୁହାଁମୁହିଁ ହୋଇଥିଲେ।

ପଥର ଫିଙ୍ଗାଳିମାନେ ଟେକା ପଥର ମାଡ଼ କରିବା ସମୟରେ ପାକିସ୍ତାନ ଓ ଆଇଏସ୍‌ ପତକା ଉଡ଼ାଇଥିଲେ। ଏଥିସହ ଜାକିର ମୁସା ଏବଂ ମାସୁଦ ଆଝାର ଫଟୋ ଧରି ସେମାନଙ୍କ ସପକ୍ଷରେ ନାରାବାଜି କରିଥିଲେ। ‘ମୁସା ଆର୍ମି ଏବଂ କଶ୍ମୀର ବନେଗା ପାକିସ୍ତାନ’ ପୋଷ୍ଟର ମଧ୍ୟ ସେମାନେ ପ୍ରଦର୍ଶନ କରିଥିଲେ। ଏହାକୁ ରୋକିବା ପାଇଁ ସୁରକ୍ଷାକର୍ମୀମାନେ ଉଦ୍ୟମ କରିବାରୁ ଟେକା ପଥର ମାଡ଼ର ଶିକାର ହୋଇଥିଲେ। ପଥର ଫିଙ୍ଗାଳିମାନେ ଜାକିର ମୁସାର ଏନକାଉଣ୍ଟରକୁ ବିରୋଧ କରିଥିଲେ।

ଅନ୍ୟପକ୍ଷରେ ବାରମୁଲ୍ଲାର ସୋପର ସହରରେ ମଧ୍ୟ ଇଦ୍‌ ପ୍ରାର୍ଥନା ପରେ ଜମ୍ମୁ-କଶ୍ମୀର ପୁଲିସ୍‌ ଏବଂ ପଥର ଫିଙ୍ଗାଳି ମୁହାଁମୁହିଁ ହୋଇଛନ୍ତି। ସୋପର ଠାରେ ଥିବା ଜାମିଆ ମସଜିଦରେ ପ୍ରାର୍ଥନା ପରେ ଯୁବକମାନେ ଏକାଠି ହୋଇ ପୁଲିସ ଉପରୁ ପଥର ମାଡ଼ କରିଥିଲେ। ସେମାନଙ୍କ ମୁକାବିଲା କରିବାକୁ ପୁଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ୍ ମାଡ଼ କରାଯାଇଥିଲା। ଏବେ ବି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story