ଦୁଇ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଡ୍ରାଗନ!

ନୂଆଦିଲ୍ଲୀ: ଗୁଲୱାନ ଉପତ୍ୟକାରେ ସେନା ମୁତୟନ କରି ରଣ ହୁଙ୍କାର ଦେଉଥିବା ବେଜିଂ ଶେଷରେ ୧ରୁ୨ କିମି ପଛକୁ ଘୁଞ୍ଚିଛି। ଦୁଇ ମାସରୁ ଅଧିକ ଦିନ ହେବ ଲାଗି ରହିଥିବା ବିବାଦରେ ହଠାତ୍ ବେଜିଂ ସେନା ୟୁ ଟର୍ଣ୍ଣ ମାରିବା ପଛରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୋଲି ଜଣାପଡ଼ିଛି। ଅଜିତ ଡୋଭାଲ ରବିବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ କଥା ହୋଇଥିଲେ। ଭିଡିଓ କନଫେରନ୍ସ ମାଧ୍ୟମରେ ହୋଇଥିଲା ଏହି ଆଲୋଚନା। ଏହାପରେ […]

doval

doval

Subhransu Sekhar
  • Published: Monday, 06 July 2020
  • Updated: 29 July 2021, 04:08 AM IST

Sports

Latest News

ନୂଆଦିଲ୍ଲୀ: ଗୁଲୱାନ ଉପତ୍ୟକାରେ ସେନା ମୁତୟନ କରି ରଣ ହୁଙ୍କାର ଦେଉଥିବା ବେଜିଂ ଶେଷରେ ୧ରୁ୨ କିମି ପଛକୁ ଘୁଞ୍ଚିଛି। ଦୁଇ ମାସରୁ ଅଧିକ ଦିନ ହେବ ଲାଗି ରହିଥିବା ବିବାଦରେ ହଠାତ୍ ବେଜିଂ ସେନା ୟୁ ଟର୍ଣ୍ଣ ମାରିବା ପଛରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୋଲି ଜଣାପଡ଼ିଛି। ଅଜିତ ଡୋଭାଲ ରବିବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ କଥା ହୋଇଥିଲେ। ଭିଡିଓ କନଫେରନ୍ସ ମାଧ୍ୟମରେ ହୋଇଥିଲା ଏହି ଆଲୋଚନା। ଏହାପରେ ବେଜିଂ ଦୁଇ କିଲୋମିଟର ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି।

ଅଜିତ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି ଯେ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଭୟ ପକ୍ଷ ସୀମାରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦେଇଛନ୍ତି। ଅଜିତ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ବାର୍ତ୍ତାଳାପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ଭବିଷ୍ୟତରେ ଏଭଳି ଘଟଣାକୁ ଏଡାଇବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ, ଲଦାଖରେ ଏଲଏସି ଉପରେ ତିକ୍ତତା ହ୍ରାସ ଦିଗରେ ଭାରତ ସହ ହୋଇଥିବା ଆଲୋଚନା ସକାରାତ୍ମକ ରହିଛି ବୋଲି ଚୀନ୍ ସ୍ୱୀକାର କରିଛି। ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି ଏହା କହିଛନ୍ତି। ଭାରତ ଏବଂ ଚୀନ୍‌ର ସାମରିକ କମାଣ୍ଡୋଙ୍କ ମଧ୍ୟରେ ଆଲୋଚନା ହୋଇଛି ଏବଂ ଉତ୍ତେଜନାକୁ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଛି।

ଚୀନର ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନଙ୍କ ଦ୍ୱାରା ଜାରି ହୋଇଥିବା ବାର୍ତ୍ତାକୁ ଉଦ୍ଧୃତ କରି ଏହା କହିଛି। ଉଦ୍ଧେଶ୍ୟରେ କହିଛନ୍ତି। ଜୁନ ୩୦ରେ ଦୁଇ ଦେଶର ସେନା ମଧ୍ୟରେ ତୃତୀୟ କମାଣ୍ଡର-ସ୍ତରୀୟ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ଲଦାଖରେ ଉପୁଜିଥିବା ସମସ୍ୟା ଉପରେ ଡୋଭାଲ ତୀକ୍ଷ୍ଣଣ ନଜର ରଖିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତ ମଧ୍ୟ ଡୋଭାଲଙ୍କ ପରାମର୍ଶକ୍ରମେ ହୋଇଥିଲା। ମୋଦିଙ୍କୁ ଲେହ ପଠାଇ ବିଜେଂକୁ କୂଟନୀତିକ ସ୍ତରରେ କଡ଼ା ଜବାବ ଦିଆଯାଇଥିଲା। ପରେ ଚୀନ ସରକାର ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଶୀଳ ହୋଇ ପଡ଼ିଥିଲା। ଏମିତିକି ମୋଦି ଲେହରେ ଆହତ ଯବାନଙ୍କୁ ଦେଇଥିବା ଉଦବୋଧନକୁ ଚୀନ ଆପ୍ସରୁ ହଟାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story