ପୁନେ: ଗୋଲଡ୍ମ୍ୟାନ୍ ଭାବେ ପରିଚିତ ପୁନେର ଚିଟ୍ଫଣ୍ଡ ବ୍ୟବସାୟୀ ଦତ୍ତାତ୍ରେୟ ଫୁଗେଙ୍କୁ ଗତକାଲି ବିଳମ୍ୱିତ ରାତିରେ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।
ଗୋଲଡ୍ମ୍ୟାନ୍ ଦତ୍ତାତ୍ରେୟ ଫୁଗେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ଏକ କାର୍ଯ୍ୟକ୍ରମ ଅବସରରେ ସେ ୧.୨ କୋଟି ଟଙ୍କାର ଏକ ସାର୍ଟ ପିନ୍ଧିଥିଲେ। ଏହାପରେ ସେ ଚର୍ଚ୍ଚାରେ ରହିବା ସହ ‘ଗୋଲଡ୍ମ୍ୟାନ୍’ ପରିଚୟ ପାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।