ପୁନେ: ୧.୨ କୋଟିର ସୁନାର ସାର୍ଟ ପିନ୍ଧିଥିବା ଗୋଲଡ୍‌ମ୍ୟାନ୍‌ଙ୍କୁ ହତ୍ୟା, ୪ ଗିରଫ

ପୁନେ: ଗୋଲଡ୍‌ମ୍ୟାନ୍‌ ଭାବେ ପରିଚିତ ପୁନେର ଚିଟ୍‌ଫଣ୍ଡ ବ୍ୟବସାୟୀ ଦତ୍ତାତ୍ରେୟ ଫୁଗେଙ୍କୁ ଗତକାଲି ବିଳମ୍ୱିତ ରାତିରେ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି। ଗୋଲଡ୍‌ମ୍ୟାନ୍‌ ଦତ୍ତାତ୍ରେୟ ଫୁଗେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ଏକ କାର୍ଯ୍ୟକ୍ରମ ଅବସରରେ ସେ ୧.୨ କୋଟି ଟଙ୍କାର ଏକ ସାର୍ଟ ପିନ୍ଧିଥିଲେ। ଏହାପରେ ସେ ଚର୍ଚ୍ଚାରେ ରହିବା ସହ ‘ଗୋଲଡ୍‌ମ୍ୟାନ୍‌’ ପରିଚୟ ପାଇଥିଲେ।

gold-man

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 03:19 PM IST

ପୁନେ: ଗୋଲଡ୍‌ମ୍ୟାନ୍‌ ଭାବେ ପରିଚିତ ପୁନେର ଚିଟ୍‌ଫଣ୍ଡ ବ୍ୟବସାୟୀ ଦତ୍ତାତ୍ରେୟ ଫୁଗେଙ୍କୁ ଗତକାଲି ବିଳମ୍ୱିତ ରାତିରେ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।

ଗୋଲଡ୍‌ମ୍ୟାନ୍‌ ଦତ୍ତାତ୍ରେୟ ଫୁଗେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ଏକ କାର୍ଯ୍ୟକ୍ରମ ଅବସରରେ ସେ ୧.୨ କୋଟି ଟଙ୍କାର ଏକ ସାର୍ଟ ପିନ୍ଧିଥିଲେ। ଏହାପରେ ସେ ଚର୍ଚ୍ଚାରେ ରହିବା ସହ ‘ଗୋଲଡ୍‌ମ୍ୟାନ୍‌’ ପରିଚୟ ପାଇଥିଲେ।

Related story