ପୁଣି ଏକ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଏକ ଜାଗୁଆର ଯୁଦ୍ଧ ବିମାନ ଆଜି ଉତ୍ତର ପ୍ରଦେଶର ଆହ୍ଲାବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି । ଦୁଇ ଜଣ ଯାକ ପାଇଲଟ ସୁରକ୍ଷିତ ଅଛନ୍ତି। ବିମାନଟି ତଳେ ପଡିବା ପୂର୍ବରୁ ସେମାନେ ସେଥିରୁ ବାହାରି ଆସିଥିଲେ। ଆହ୍ଲାବାଦଠାରୁ ୧୮ କିଲୋମିଟର ଦୂରରେ ସକାଳ ୮ଟା ୪୭ରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ତାମିଲନାଡୁରେ ଭାରତୀୟ ନୌସେନାର […]

-jaguar

-jaguar

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 09:30 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଏକ ଜାଗୁଆର ଯୁଦ୍ଧ ବିମାନ ଆଜି ଉତ୍ତର ପ୍ରଦେଶର ଆହ୍ଲାବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି । ଦୁଇ ଜଣ ଯାକ ପାଇଲଟ ସୁରକ୍ଷିତ ଅଛନ୍ତି। ବିମାନଟି ତଳେ ପଡିବା ପୂର୍ବରୁ ସେମାନେ ସେଥିରୁ ବାହାରି ଆସିଥିଲେ। ଆହ୍ଲାବାଦଠାରୁ ୧୮ କିଲୋମିଟର ଦୂରରେ ସକାଳ ୮ଟା ୪୭ରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ତାମିଲନାଡୁରେ ଭାରତୀୟ ନୌସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story