ଆନ୍ଦୋଳନ ସ୍ଥଳରେ ବିଷ ପିଇ ଜୀବନ ହାରିଲେ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୪୦ରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଥିବା ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ୪୦ ବର୍ଷୀୟ ଅମରିନ୍ଦର ସିଂହ। ତାଙ୍କ ଘର ପଞ୍ଜାବର ଫତେଗଡ଼ ସାହିବ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଅନ୍ୟ ଚାଷୀମାନଙ୍କ ସହ ଦିଲ୍ଲୀର ସିଙ୍ଘୁ ସୀମାରେ ନଭେମ୍ବର ୨୬ରୁ ଆନ୍ଦୋଳନରେ ବସିଥିଲେ। ତେବେ ଆଜି ସେ ବିଷ ପିଇ ଜୀବନ ହାରି ଦେଇଛନ୍ତି। ଆଜି ସିଙ୍ଘୁ ସୀମାରେ […]

gb

gb

Hemant Lenka
  • Published: Saturday, 09 January 2021
  • Updated: 09 January 2021, 10:03 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୪୦ରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଥିବା ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ୪୦ ବର୍ଷୀୟ ଅମରିନ୍ଦର ସିଂହ। ତାଙ୍କ ଘର ପଞ୍ଜାବର ଫତେଗଡ଼ ସାହିବ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଅନ୍ୟ ଚାଷୀମାନଙ୍କ ସହ ଦିଲ୍ଲୀର ସିଙ୍ଘୁ ସୀମାରେ ନଭେମ୍ବର ୨୬ରୁ ଆନ୍ଦୋଳନରେ ବସିଥିଲେ। ତେବେ ଆଜି ସେ ବିଷ ପିଇ ଜୀବନ ହାରି ଦେଇଛନ୍ତି।

ଆଜି ସିଙ୍ଘୁ ସୀମାରେ ସବୁଦିନ ପରି ଚାଷୀମାନେ ବିକ୍ଷୋଭ କରୁଥିଲେ। ଅମରିନ୍ଦର ସିଂହ ବି ଏଥିରେ ସାମିଲ ହୋଇଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ସେ ହଠାତ୍‌ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋନେପତ ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସନ୍ଧ୍ୟା ୭.୩୦ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହରିଆଣା ପୁଲିସ୍‌ ଏବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଚଳିତ ମାସ ଆରମ୍ଭରୁ ମଧ୍ୟ ଗାଜିପୁର ସୀମାରେ ୭୫ ବର୍ଷୀୟ ଚାଷୀ କଶ୍ମୀର ସିଂହ ଆତ୍ମହତ୍ୟା କରିଥିଲେ। ତାଙ୍କ ଘର ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ। ଡିସେମ୍ବର ମାସରେ ମଧ୍ୟ ପଞ୍ଜାବର ଫଜଲିକା ଜିଲ୍ଲା ଅନ୍ତର୍ଗତ ଜଲାଲାବାଦର ଜଣେ ଆଇନଜୀବୀ ଅମରଜିତ ସିଂହ ଟିକରି ସୀମାରେ ଜୀବନ ହାରିଥିଲେ।

ସେ ଆତ୍ମହତ୍ୟା କରିବା ପୂର୍ବରୁ ଗୋଟିଏ ସୁଇସାଇଡ୍ ନୋଟ୍‌‌ ଛାଡ଼ିଥିଲେ। ଏଥିରେ ସେ ଚାଷୀଙ୍କ ସ୍ୱାର୍ଥ ପାଇଁ ନିଜ ଜୀବନକୁ ଉର୍ତ୍ସଗ କରିଥିବା ଉଲ୍ଲେଖ କରିଥିଲେ। ଡିସେମ୍ବର ୨୧ରେ ମଧ୍ୟ ଜଣେ ୬୫ ବର୍ଷୀୟ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଡିସେମ୍ବର ୨୦ରେ ୨୨ ବର୍ଷୀୟ ଗୁରଲବ ସିଂହ ଦିଲ୍ଲୀ ସୀମାରେ ଆତ୍ମହତ୍ୟା କରିଥିଲେ। ସେ ମଧ୍ୟ ଅନ୍ୟ ଚାଷୀଙ୍କ ଭଳି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story