ପଞ୍ଜାବ ନାଭା ଜେଲ୍‌ରୁ ଫେରାର ହୋଇଥିବା ହରମିନ୍ଦର ସିଂହ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ନାଭା ସେଣ୍ଟ୍ରାଲ ଜେଲରୁ ଫେରାର ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରମିନ୍ଦର ସିଂହ(ମିଣ୍ଟୁ)କୁ ଆଜି ପଞ୍ଜାବ ଓ ଦିଲ୍ଲୀ ପୋଲିସ ମିଳିତ ଅଭିଯାନରେ ଦିଲ୍ଲୀ ହରିୟାଣା ସୀମାରୁ ଗିରଫ କରିଛି। ତେବେ ମିଣ୍ଟୁ ସହ ଫେରାର ହୋଇଥିବା ଅନ୍ୟ ୫ ଆତଙ୍କବାଦୀ ଏଯାଏଁ ଫେରାର ଅଛନ୍ତି। ହାଇ ସିକ୍ୟୁରିଟିରେ ଥିବା ନାଭା ସେଣ୍ଟ୍ରାଲ ଜେଲ ଉପରେ ଗତକାଲି ସକାଳେ ସଶସ୍ତ୍ର ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପୋଲିସ ପୋଷାକରେ ଆସିଥିବା ୧୦ ଦୁର୍ବୃତ୍ତମାନେ ଜେଲ ଭିତରକୁ ପଶି […]

mintoo-harminder

mintoo-harminder

Rakesh Mallick
  • Published: Monday, 28 November 2016
  • Updated: 28 November 2016, 01:42 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ନାଭା ସେଣ୍ଟ୍ରାଲ ଜେଲରୁ ଫେରାର ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରମିନ୍ଦର ସିଂହ(ମିଣ୍ଟୁ)କୁ ଆଜି ପଞ୍ଜାବ ଓ ଦିଲ୍ଲୀ ପୋଲିସ ମିଳିତ ଅଭିଯାନରେ ଦିଲ୍ଲୀ ହରିୟାଣା ସୀମାରୁ ଗିରଫ କରିଛି। ତେବେ ମିଣ୍ଟୁ ସହ ଫେରାର ହୋଇଥିବା ଅନ୍ୟ ୫ ଆତଙ୍କବାଦୀ ଏଯାଏଁ ଫେରାର ଅଛନ୍ତି। ହାଇ ସିକ୍ୟୁରିଟିରେ ଥିବା ନାଭା ସେଣ୍ଟ୍ରାଲ ଜେଲ ଉପରେ ଗତକାଲି ସକାଳେ ସଶସ୍ତ୍ର ଦୁର୍ବୃତ୍ତ ଆକ୍ରମଣ କରିଥିଲେ।

ପୋଲିସ ପୋଷାକରେ ଆସିଥିବା ୧୦ ଦୁର୍ବୃତ୍ତମାନେ ଜେଲ ଭିତରକୁ ପଶି ୧୦୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାର ସୁଯୋଗ ନେଇ ଖଲିସ୍ତାନ ଲିବରେସନ ଫୋର୍ସ ମୁଖ୍ୟ ହରମିନ୍ଦର ସିଂହ (ମିଣ୍ଟୁ) ସମେତ ୬ କଏଦୀ ଚମ୍ପଟ ମାରିଥିଲେ।

ହରମିନ୍ଦରକୁ ୨୦୧୪ ନଭେମ୍ବରରେ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରାଯାଇଥିଲା। ମିଣ୍ଟୁ ବିରୋଧରେ ଆତଙ୍କବାଦ ସଂପର୍କିତ ୧୦ରୁ ଅଧିକ ସଂଗୀନ ମାମଲା ରହିଛି। ଫେରାର ହୋଇଥିବା ଅନ୍ୟ କଏଦୀମାନେ ହେଲେ ଭିକି ଗୋଣ୍ଡର, ଗୁରପ୍ରୀତ ସେଙ୍ଖୋ, ନୀତା ଦେଓଲ ଓ ବିକ୍ରମଜିତ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story