ସିଡବ୍ଲ୍ୟୁସି ବୈଠକରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାହୁଲ: ଦଳିତଙ୍କ ପାଇଁ କାମ କରିବାକୁ ଆହ୍ୱାନ୍‌

ନୂଆଦିଲ୍ଲୀ: ନବଗଠିତ କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ଆଜି ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏହି ନବଗଠିତ ସିଡବ୍ଲ୍ୟୁସି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ବ୍ରିଜ୍‌ ଭଳି କାମ କରିବ। ଦଳୀୟ କର୍ମୀ ଏବେଠାରୁ ଦେଶର ପଛୁଆ ବର୍ଗ ବିଶେଷ କରି ଦଳିତଙ୍କ ପାଇଁ କାମ କଲେ କଂଗ୍ରେସ ୨୦୧୯ରେ କ୍ଷମତା ଦଖଲ କରିପାରିବ ବୋଲି ସେ ଦଳୀୟ କର୍ମୀଙ୍କୁ ବୁଝାଇଛନ୍ତି। ସେ ଆଜିର ସିଡବ୍ଲ୍ୟୁସି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, କଂଗ୍ରେସ […]

congress-president-sonia-gandhi-with-party-vice-president-rahul-gandhi-at-the-cwc-meeting

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 03:05 PM IST

Sports

Latest News

ନୂଆଦିଲ୍ଲୀ: ନବଗଠିତ କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ଆଜି ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏହି ନବଗଠିତ ସିଡବ୍ଲ୍ୟୁସି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ବ୍ରିଜ୍‌ ଭଳି କାମ କରିବ। ଦଳୀୟ କର୍ମୀ ଏବେଠାରୁ ଦେଶର ପଛୁଆ ବର୍ଗ ବିଶେଷ କରି ଦଳିତଙ୍କ ପାଇଁ କାମ କଲେ କଂଗ୍ରେସ ୨୦୧୯ରେ କ୍ଷମତା ଦଖଲ କରିପାରିବ ବୋଲି ସେ ଦଳୀୟ କର୍ମୀଙ୍କୁ ବୁଝାଇଛନ୍ତି। ସେ ଆଜିର ସିଡବ୍ଲ୍ୟୁସି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, କଂଗ୍ରେସ ହେଉଛି ଏକ ଅଭିଜ୍ଞ ଓ ଶକ୍ତି ସଂପନ୍ନ ଦଳ। ଯେତେ ଯାହା ଘଟିଲେ ମଧ୍ୟ ଏହି ଦଳର କର୍ମୀ କେବେ ଭାଙ୍ଗି ପଡ଼ିବେ ନାହିଁ। ସମସ୍ତେ ଏକାଠି କାର୍ଯ୍ୟ କରିବା ଦରକାର ବୋଲି ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜ ଅଭିଭାଷଣରେ ସେ ଓ ସମସ୍ତ କଂଗ୍ରେସ କର୍ମୀ ପ୍ରତିଟି କ୍ଷେତ୍ରରେ ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ପୁର୍ନଗଠନ ପାଇଁ ରାହୁଲ ଗାନ୍ଧି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଲଢ଼େଇରେ ଆମେ ସମସ୍ତେ ରାହୁଲଜୀଙ୍କ ସହ ଛିଡ଼ା ଉଚିତ ବୋଲି ସେ କହିଛନ୍ତି। ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ‘ମୋଦି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି କହୁଛନ୍ତି। ହେଲେ ଏଥିପାଇଁ କୃଷି କ୍ଷେତ୍ରର ଅଭିବୃଦ୍ଧି ୧୪% ହେବା ଦରକାର। ବର୍ତ୍ତମାନ ସ୍ଥିତିରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି କେବେ ହେଲେ ୧୪%ରେ ପହଞ୍ଚି ପାରିବ ନାହିଁ। ତେଣୁ ମୋଦି କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।’ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି ‘ କଂଗ୍ରେସ ୧୨ଟି ରାଜ୍ୟରେ ୧୫୦ଟି ଆସନ ଜିତିବା ଲକ୍ଷ୍ୟ ରଖିଛି। କିନ୍ତୁ ଏଥିପାଇଁ ଆଞ୍ଚଳିକ ଦଳ ସହ ମେଣ୍ଟ କରି ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବା ଦରକାର।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story