ପଛୁଆ ବର୍ଗର କାର୍ଡ ଖେଳି ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ

ମୁମ୍ବାଇ: ମହାରାଷ୍ଟ୍ରରେ ଆୟୋଜିତ ଏକ ସାଧାରଣ ସଭାରେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛୁଆ ବର୍ଗର କାର୍ଡ ଖେଳିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁ ମୋଦି ଚୋର ବୟାନ ଦେଉଥିବାରୁ ଏହାର ପାଲଟା ଜବାବ ଶ୍ରୀ ମୋଦି ଦେଇଛନ୍ତି। ସେ କହିଛନ୍ତି, ଆମେ ପଛୁଆ ବର୍ଗର ହୋଇଥିବାରୁ ରାହୁଲ ଗାନ୍ଧି ମୋତେ ଓ ମୋ ସଂପ୍ରଦାୟକୁ ଟାର୍ଗେଟ କରି ଆସୁଛନ୍ତି। ମୋତେ ଅନେକ ଥର କଂଗ୍ରେସ ଓ ତା’ର ସହଯୋଗୀମାନେ […]

q

q

Hemant Lenka
  • Published: Wednesday, 17 April 2019
  • Updated: 17 April 2019, 05:54 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଆୟୋଜିତ ଏକ ସାଧାରଣ ସଭାରେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛୁଆ ବର୍ଗର କାର୍ଡ ଖେଳିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁ ମୋଦି ଚୋର ବୟାନ ଦେଉଥିବାରୁ ଏହାର ପାଲଟା ଜବାବ ଶ୍ରୀ ମୋଦି ଦେଇଛନ୍ତି। ସେ କହିଛନ୍ତି, ଆମେ ପଛୁଆ ବର୍ଗର ହୋଇଥିବାରୁ ରାହୁଲ ଗାନ୍ଧି ମୋତେ ଓ ମୋ ସଂପ୍ରଦାୟକୁ ଟାର୍ଗେଟ କରି ଆସୁଛନ୍ତି।

ମୋତେ ଅନେକ ଥର କଂଗ୍ରେସ ଓ ତା’ର ସହଯୋଗୀମାନେ ଅପମାନିତ କରିଛନ୍ତି। କିନ୍ତୁ ଏଥର ସେମାନେ ପଛୁଆ ବର୍ଗର ଲୋକଙ୍କୁ ଚୋର ଭାବେ ପ୍ରତିପାଦନ କରିଛନ୍ତି। ଏଥିରୁ ବିରୋଧୀ ପଛୁଆ ବର୍ଗଙ୍କୁ କେମିତି ଦୃଷ୍ଟିରେ ଦେଖନ୍ତି, ତା’ହା ପ୍ରମାଣିତ ହୋଇଛି।

ନିକଟରେ ନାମଦାର(ଗାନ୍ଧି) ଗୋଟିଏ ଜାତିକୁ ଚୋର ଭାବେ ବିବେଚନା କରିଛନ୍ତି। ସବୁ ମୋଦି ଚୋର ବୋଲି ସେ କହିଛନ୍ତି। ସେମାନେ ମୁଁ ପଛୁଆ ବର୍ଗର ବୋଲି ମୋତେ ଏଭଳି କଥା କହୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story