ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କରୋନା ଭାଇରସରକୁ ନେଇ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶିଷ ଝା’ଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଛନ୍ତି। ରାହୁଲ ପ୍ରଥମେ ଇଂରାଜୀରେ କଥାବାର୍ତ୍ତା ଆରମ୍ଭ କରିଥିଲେ ମଝିରେ ହିନ୍ଦୀରେ କହିଥିଲେ “ ଭାଇ କୁହନ୍ତୁ ଭ୍ୟାକସିନ୍ କେବେ ସୁଦ୍ଧା ଆସିପାରିବ? "Yeh bhaiya bataiye ki vaccine kab aayegi?," Rahul Gandhi to public health expert Prof Ashish Jha, to which Jha says, […]

Rahul-Gandhi

Rahul-Gandhi

Subhransu Sekhar
  • Published: Wednesday, 27 May 2020
  • Updated: 27 May 2020, 01:24 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସରକୁ ନେଇ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶିଷ ଝା’ଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଛନ୍ତି। ରାହୁଲ ପ୍ରଥମେ ଇଂରାଜୀରେ କଥାବାର୍ତ୍ତା ଆରମ୍ଭ କରିଥିଲେ ମଝିରେ ହିନ୍ଦୀରେ କହିଥିଲେ “ ଭାଇ କୁହନ୍ତୁ ଭ୍ୟାକସିନ୍ କେବେ ସୁଦ୍ଧା ଆସିପାରିବ?

https://twitter.com/ANI/status/1265510986154487808

ଜବାବରେ ଆଶିଷ କହିଛନ୍ତି ଆସନ୍ତା ବର୍ଷ ସୁଦ୍ଧା ଆସିପାରେ। ଏବେ ତିନୋଟି ଭ୍ୟାକସିନ୍ ରହିଛି। ଆମେରିକା, ଚୀନ୍ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭ୍ୟାକସିନ୍। ପ୍ରଥମ ଦୁଇଟି ସଫଳ ହେବ ବୋଲି ଆଶା ରହିଛି। ହେଲେ ତିନୋଟି ଯାକ ଭ୍ୟାକସିନ୍ ମଧ୍ୟ ଆଗାମୀ ଦିନରେ ସଫଳ ହୋଇପାରେ। ହେଲେ ଆସନ୍ତା ବର୍ଷ ସୁଦ୍ଧା କରୋନା ଭ୍ୟାକସିନ୍ ଆସିପାରିବ ବୋଲି ଆଶା ରହିଛି।
ଏହି ଅବସରରେ ରାହୁଲ ଗାନ୍ଧୀ କହିଥିଲେ, ସରକାର ଜାଣିଶୁଣି କରୋନା ପରୀକ୍ଷା ଅଧିକ କରୁ ନାହାନ୍ତି। ଅଧକ ଟେଷ୍ଟ କଲେ ଲୋକମାନେ ଭୟଭୀତ ହୋଇଯିବେ।

ସେ ଆହୁରି କହିଛନ୍ତି, ଏବେ ଲୋକଙ୍କ ଜୀବନଶୈଳୀ ବଦଳିଯିବ। ଆମେରିକାରେ ୧୧ ସେପ୍ଟେମ୍ୱର, ୨୦୦୧ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାକୁ ନୂଆ ଅଧ୍ୟାୟ କୁହାଯାଏ, ହେଲେ ଏବେ କୋଭିଡ୍-୧୯ ନୂଆ ବହି ହେବ।

ରାହୁଲ ସ୍ୱିଡେନର ସ୍ୱାସ୍ଥ୍ୟ ବିଶେଷଜ୍ଞ ଜୋହାନ ଗିସେକେ ସହିତ ମଧ୍ୟ ଏହି ଅବସରରେ କଥା ହୋଇଥିଲେ। ସେ କହିଥିଲେ ଭାରତରେ ଲକଡାଉନ୍ ଏତେଟା କଡ଼ାକଡ଼ି ହେବା ଠିକ୍ ନୁହେଁ। ଯଦି ଲକଡାଉନ୍ କଡ଼ାକଡ଼ା ହେବ ତା’ହେଲେ ଭାରତର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story